କରନ ଜୋହରଙ୍କୁ ଏନସିବି ନୋଟିସ, ଡ୍ରଗ୍ସ ଭିଡିଓ ଉପରେ କରିବ ପଚରାଉଚରା

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସମନ କରିଛି। କରନଙ୍କୁ ଏନସିବିର ମୁମ୍ବାଇ ମୁଖ୍ୟାଳୟରେ ନିଜର ପକ୍ଷ ରଖିବାକୁ କୁହାଯାଇଛି। ଏନସିବି କହିଛି ଯେ ସେ କୌଣସି ବଲିଉଡ-ଡ୍ରଗ୍ସ ଲିଙ୍କର ସନ୍ଦିଗ୍ଧ ନୁହନ୍ତି। କିନ୍ତୁ ୨୦୧୯ରେ ସେ ଆୟୋଜିତ କରିଥିବା ପାର୍ଟିରେ ଡ୍ରଗ୍ସ ସେବନ ହେଉଥିବା ଅଭିଯୋଗ ହୋଇଥିଲା। ତେଣୁ ଏ ବିଷୟରେ ପଚରାଉଚରା କରି କିଛି ତଥ୍ୟ ହାସଲ କରିବାକୁ ଏନସିବି କରନଙ୍କୁ ସମନ କରିଛି। ଡିସେମ୍ବର ୧୮ […]

sa

sa

Hemant Lenka
  • Published: Thursday, 17 December 2020
  • Updated: 17 December 2020, 10:30 PM IST

Sports

Latest News

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସମନ କରିଛି। କରନଙ୍କୁ ଏନସିବିର ମୁମ୍ବାଇ ମୁଖ୍ୟାଳୟରେ ନିଜର ପକ୍ଷ ରଖିବାକୁ କୁହାଯାଇଛି। ଏନସିବି କହିଛି ଯେ ସେ କୌଣସି ବଲିଉଡ-ଡ୍ରଗ୍ସ ଲିଙ୍କର ସନ୍ଦିଗ୍ଧ ନୁହନ୍ତି। କିନ୍ତୁ ୨୦୧୯ରେ ସେ ଆୟୋଜିତ କରିଥିବା ପାର୍ଟିରେ ଡ୍ରଗ୍ସ ସେବନ ହେଉଥିବା ଅଭିଯୋଗ ହୋଇଥିଲା। ତେଣୁ ଏ ବିଷୟରେ ପଚରାଉଚରା କରି କିଛି ତଥ୍ୟ ହାସଲ କରିବାକୁ ଏନସିବି କରନଙ୍କୁ ସମନ କରିଛି।

ଡିସେମ୍ବର ୧୮ ସୁଦ୍ଧା କରନଙ୍କୁ ଜବାବ ଦେବାକୁ କୁହାଯାଇଛି। ଏନସିବି ପକ୍ଷରୁ ଡିସେମ୍ବର ୧୬ରେ ନୋଟିସ ପଠାଯାଇଥିଲା। ନୋଟିସରେ କୁହାଯାଇଛି ଯେ କରନ ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକ ନାହିଁ। ସେ ଚାହିଁଲେ ତାଙ୍କ ପ୍ରତିନିଧିଙ୍କୁ ପଠାଇ ନିଜର ପକ୍ଷ ରଖିପାରିବେ।

୨୦୧୯ରେ କରନ ଜୋହର ଯେଉଁ ପାର୍ଟି କରିଥିଲେ, ଏହାକୁ ଗୋଟିଏ କ୍ୟାମେରା ଦ୍ୱାରା ରେକର୍ଡ କରାଯାଇଥିଲା। ଏହି ଇଲେକଟ୍ରୋନିକ୍ସ ଡିଭାଇସ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ କରନଙ୍କୁ ଏନସିବି କହିଛି। ଏହାବାଦ ପାର୍ଟିକୁ କେଉଁମାନେ ଆସିଥିଲେ? କେଉଁ କ୍ୟାମେରାରେ ଭିଡିଓ ଶୁଟ ହୋଇଥିଲା? ଅତିଥିମାନଙ୍କୁ ପାର୍ଟିରେ ଯୋଗଦେବାକୁ ନିମନ୍ତ୍ରଣ କାର୍ଡ ପଠାଯାଇଥିଲା କି? ଏଭଳି ଅନେକ ପ୍ରଶ୍ନର ଉତ୍ତର କରନଙ୍କୁ ଦେବାକୁ କୁହାଯାଇଛି।

ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଖୋଳତାଡ଼ କରୁଛି। ଏହି ତଦନ୍ତ ବେଳେ ୨୦୧୯ ମସିହାରେ କରନ ଜୋହର କରିଥିବା ଗୋଟିଏ ପାର୍ଟିର ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ବଲିଉଡ ଅଭିନେତା ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ରଣବୀର କପୁର, ମଲାଇକା ଆରୋରା, ଭିକି କୌଶଲ, ବରୁଣ ଧାୱନ, ଜୋୟା ଅଖତର, ଅର୍ଜୁନ କପୁର, ଆୟାନ ମୁଖାର୍ଜୀ, ଶାହିଦ କପୁର ଓ ତାଙ୍କ ପତ୍ନୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଏମାନେ ସମସ୍ତେ ଡ୍ରଗ୍ସ ସେବନ କରିଥିବା କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story