ନେପାଳ କରିବ ଅଯୋଧ୍ୟାପୁରୀ ଧାମ, ୪୦ ଏକର ଜମି ମଞ୍ଜୁର

କାଠମାଣ୍ଡୁ: ଭାରତକୁ ଉସକାଇଲା ଭଳି ପଦକ୍ଷେପ ନେଇଛି ନେପାଳ। ନେପାଳରେ ଅଯୋଧ୍ୟାପୁରୀ ଧାମ ନିର୍ମାଣ କରିବା ପାଇଁ ଦେଶର ଗୋଟିଏ ସ୍ଥାନୀୟ ପ୍ରଶାସନ ଘୋଷଣା କରିଛନ୍ତି। ଏଥିପାଇଁ ୪୦ ଏକର ଜମି ମଧ୍ୟ ମଞ୍ଜୁର କରାଯାଇଛି। ଚିତୱାନ ଜିଲ୍ଲାର ମାଡି ପୌରପାଳିକା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଠାରେ ଭଗବାନ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ବୋଲି ନିକଟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାବି କରିଥିଲେ। ଏଥିପାଇଁ ସ୍ଥାନୀୟ ସରକାର ଅଯୋଧ୍ୟାପୁରୀ ଧାମ ନିର୍ମାଣ […]

cd

cd

Hemant Lenka
  • Published: Wednesday, 30 September 2020
  • Updated: 30 September 2020, 07:22 PM IST

Sports

Latest News

କାଠମାଣ୍ଡୁ: ଭାରତକୁ ଉସକାଇଲା ଭଳି ପଦକ୍ଷେପ ନେଇଛି ନେପାଳ। ନେପାଳରେ ଅଯୋଧ୍ୟାପୁରୀ ଧାମ ନିର୍ମାଣ କରିବା ପାଇଁ ଦେଶର ଗୋଟିଏ ସ୍ଥାନୀୟ ପ୍ରଶାସନ ଘୋଷଣା କରିଛନ୍ତି। ଏଥିପାଇଁ ୪୦ ଏକର ଜମି ମଧ୍ୟ ମଞ୍ଜୁର କରାଯାଇଛି।

ଚିତୱାନ ଜିଲ୍ଲାର ମାଡି ପୌରପାଳିକା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଠାରେ ଭଗବାନ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ବୋଲି ନିକଟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାବି କରିଥିଲେ। ଏଥିପାଇଁ ସ୍ଥାନୀୟ ସରକାର ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ଜମି ମଞ୍ଜୁର କରିଛନ୍ତି।

ଆଜି ଜମି ଆବଣ୍ଟିତ ପାଇଁ ପୌରପାଳିକାର କାର୍ଯ୍ୟନିର୍ବାହୀ ବୈଠକ ବସିଥିଲା। ଏହି ବୈଠକରେ ଧାମ ନିର୍ମାଣ ପାଇଁ ୪୦ ଏକ ଜମି ଯୋଗାଇ ଦେବାକୁ ସହମତି ପ୍ରକାଶ ପାଇଥିବା ଠାକୁର ପ୍ରସାଦ ଢକଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଧାମ ନିର୍ମାଣ କରିବା ପାଇଁ ଆମ ପାଖରେ ୨୦ ଏକର ଅତିରିକ୍ତ ଜମି ରହିଛି। ଯଦି ଆମେ କୌଣସି ବୈଷୟିକ ତ୍ରୁଟିର ସମ୍ମୁଖୀନ ହେବୁ, ତା’ହେଲେ ଏହାକୁ ମଧ୍ୟ ବ୍ୟବହାର କରିପାରିବୁ। ଧାମ ପାଇଁ ମାଷ୍ଟର ପ୍ଲାନ ଶେଷ ହୋଇଛି। ଖୁବଶୀଘ୍ର ପ୍ରକଳ୍ପର ରିପୋର୍ଟ ପ୍ରସ୍ତୁତ କରାଯିବ।

ଜୁଲାଇ ୧୪ରେ ପ୍ରଧାନମନ୍ତ୍ରୀ ଓଲି ଦାବି କରିଥିଲେ ଯେ ରାମଚନ୍ଦ୍ର ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନୁହେଁ ବରଂ ନେପାଳରେ ହିଁ ଜନ୍ମ ଗ୍ରହଣ କରିଥିଲେ। ଏପରି କି ଭାରତ ନକଲି ଅଯୋଧ୍ୟା ତିଆରି କରୁଛି ବୋଲି ସେ ଆକ୍ଷେପ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story