ସରକାର-ଚାଷୀ ଆଲୋଚନା ଫେଲ, କୃଷି ଆଇନ ପ୍ରତ୍ୟାହାର କରିବାକୁ ମନା କଲେ ମନ୍ତ୍ରୀ

ନୂଆଦିଲ୍ଲୀ: ପୁଣିଥରେ ଫେଲ ମାରିଲା କେନ୍ଦ୍ର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଆଲୋଚନା। ଆଜି ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଦୀର୍ଘ ୫ ଘଣ୍ଟା କାଳ ଆଲୋଚନା କରିଥିଲେ ହେଁ କୌଣସି ସୁ‍ଫଳ ମିଳିନାହିଁ। ଆଜିର ବୈଠକରେ ଚାଷୀମାନେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ରୋକଠୋକ ମନା କରିଦେଇଛନ୍ତି। ଏଥିସହ ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକୁ ସୁପ୍ରିମକୋର୍ଟଙ୍କ […]

h

h

Hemant Lenka
  • Published: Monday, 04 January 2021
  • Updated: 04 January 2021, 08:22 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଫେଲ ମାରିଲା କେନ୍ଦ୍ର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଆଲୋଚନା। ଆଜି ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଦୀର୍ଘ ୫ ଘଣ୍ଟା କାଳ ଆଲୋଚନା କରିଥିଲେ ହେଁ କୌଣସି ସୁ‍ଫଳ ମିଳିନାହିଁ।

ଆଜିର ବୈଠକରେ ଚାଷୀମାନେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ରୋକଠୋକ ମନା କରିଦେଇଛନ୍ତି। ଏଥିସହ ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କେନ୍ଦ୍ର ସରକାର କହିଥିବା ବୈଠକରେ ଯୋଗଦେଇଥିବା ଚାଷୀମାନେ କହିଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଚାଷୀମାନେ ମଧ୍ୟ ଆକ୍ରମଣାତ୍ମକା ରୂପ ଆପଣାଇଛନ୍ତି।  ଯଦି ସରକାର ସେମାନଙ୍କ ଦାବି ପୂରଣ କରିବେ, ତା’ହେଲେ ଜାନୁଆରୀ ୨୬ରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣିଥରେ ଜାନୁଆରୀ ୮ରେ ବୈଠକ ବସିବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ସେ କହିଛନ୍ତି, କୃଷି ଆଇନ ସମ୍ପର୍କରେ ବିଭିନ୍ନ ରାଜ୍ୟରେ ଥିବା ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯିବ।

ଆଇନରେ ଥିବା କ୍ଲଜ ୱାରି ଆଲୋଚନା କରିବାକୁ ସରକାର ରାଜି। ଚାଷୀ ସଂଗଠନର ପରାମର୍ଶକ୍ରମେ ଏଥିରେ ସଂଶୋଧନ ମଧ୍ୟ କରାଯିବ। ଆଜିର ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଚାଷୀ ସଂଗଠନର ପ୍ରତିନିଧିମାନେ ଆଇନକୁ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି। ଆସନ୍ତା ୮ ତାରିଖରେ ପୁଣି ବୈଠକ ବସିବ। ଆମର ଆଶା ଏହି ବୈଠକରେ ନିଶ୍ଚିତ ସମାଧାନର ରାସ୍ତା ବାହାରିବ।

କିଷାନ ମଜଦୂର ସଂଘର୍ଷ କମିଟିର ସ୍ୱର୍ଣ୍ଣ ସିଂହ ପାନ୍ଧେର କହିଛନ୍ତି, ବୈଠକ ବେଳେ ଆମେ ଆଇନକୁ ପ୍ରତ୍ୟାହାର କରିବା କଥା କହିଥିଲୁ। ହେଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରୋକଠୋକ ଆମ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଏପରି କି ସେ ଆମକୁ ଆଇନ ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, ସୁପ୍ରିମକୋର୍ଟ ଯିବାକୁ ମଧ୍ୟ କହିଛନ୍ତି। ଏବେ ଦୀର୍ଘକାଳୀନ ଲଢ଼େଇ ପାଇଁ ଆମେ ପଞ୍ଜାବର ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ ହେବାକୁ ନିବେଦନ କରୁଛୁ। ଆମେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ବିଶାଳ ପ୍ରତିବାଦ ଯାତ୍ରା ଆୟୋଜନ କରିବୁ ବୋଲି ସେ କହିଛନ୍ତି।

ଭାରତୀୟ କିଷାନ ୟୁନିୟନର ଯୁଦ୍ଧବୀର ସିଂହ କହିଛନ୍ତି, ମନ୍ତ୍ରୀ ମହୋଦୟ କ୍ଲଜ ୱାରି ଆଲୋଚନା କରିବାକୁ ଆମକୁ ବୈଠକରେ ପ୍ରସ୍ତାବ ଦେଇଥିଲେ। ହେଲେ ଆମେ ଏହାକୁ ଅଗ୍ରାହ୍ୟ କରିଥିଲୁ। କାରଣ ଆମେ ଆଇନ ଉପରେ ଆଲୋଚନା ବହୁତ ସମୟ ଧରି କରି ଆସିଛୁ। ଏବେ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଥିଲୁ। ସରକାର ଆମକୁ ସଂଶୋଧନ ଆଡ଼କୁ ନେବାକୁ ଚାହୁଁଥିଲେ ହେଁ ଆମେ ଏହାକୁ ମଧ୍ୟ ଗ୍ରହଣ କରିନାହୁଁ ବୋଲି ସେ କହିଛନ୍ତି।

ନଭେମ୍ବର ୨୬ରୁ କେନ୍ଦ୍ରର କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ମନେଇବା ପାଇଁ କେନ୍ଦ୍ର ସରକାର ଏକାଧିକ ଥର ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳତା ମିଳିନାହିଁ। ୬ଷ୍ଠ ରାଉଣ୍ଡ ବୈଠକ ପରେ ଆଲୋଚନା ସକାରାତ୍ମକ ରହିଥିବା ସରକାର କହିଥିଲେ। କିନ୍ତୁ ଆଜି ବୈଠକରେ ଏଭଳି ଘଟଣା ସବୁ ଆଶାରେ ପାଣି ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story