କରୋନା ଲଢ଼େଇ ସମ୍ପର୍କରେ ବଡ଼ ବୟାନ ଦେଲେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଭାରତ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ କୌଣସି ବି ଅବହେଳା କରୁନାହାନ୍ତି ବୋଲି କହିଛନ୍ତି। ହ୍ୟାଶଟ୍ୟାଗ ଇଣ୍ଡିଆ ଫାଇଟ୍ସ କରୋନା ଜରିଆରେ ମୋଦି ଟ୍ୱିଟ କରି କହିଛନ୍ତି, “କରୋନା ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ […]

fr

fr

Hemant Lenka
  • Published: Monday, 16 March 2020
  • Updated: 16 March 2020, 03:42 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।

ଏଥିସହ ଭାରତ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ କୌଣସି ବି ଅବହେଳା କରୁନାହାନ୍ତି ବୋଲି କହିଛନ୍ତି। ହ୍ୟାଶଟ୍ୟାଗ ଇଣ୍ଡିଆ ଫାଇଟ୍ସ କରୋନା ଜରିଆରେ ମୋଦି ଟ୍ୱିଟ କରି କହିଛନ୍ତି, “କରୋନା ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତା’କୁ ଲୋକମାନେ ଠିକ୍‌ ଭାବେ ଗ୍ରହଣ କରିଛନ୍ତି।

ଏଥିସହ ସମସ୍ତେ ଏହା ଭଲ ପଦକ୍ଷେପ ବୋଲି ମତ ଦେଇଛନ୍ତି। ଏହାଦ୍ୱାରା କରୋନାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରି ଦେଇଥିବା ଡାକ୍ତର, ନର୍ସ, ପୌରପାଳିକା କର୍ମଚାରୀ, ଏୟାରପୋର୍ଟ ଷ୍ଟାଫ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମନୋବଳକୁ ବୃଦ୍ଧି କରୁଛି।

ସମସ୍ତେ କେମିତି କରୋନା ନ ବ୍ୟାପିବ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ଲୋକଙ୍କୁ ସୁସ୍ଥ ରଖିବା ପାଇଁ କୌଣସି ବି କାର୍ଯ୍ୟକୁ ଅଣଦେଖା କରାଯାଉ ନାହିଁ। ଲୋକମାନେ ଚାହିଁଲେ କରୋନା ବିରୋଧୀ ଲଢ଼େଇକୁ ଅଧିକ ସଶକ୍ତ କରିପାରିବେ।

ମୁଁ ନିଶ୍ଚିତ ଯେ ଜଣେ ଲୋକ କେବେ ହେଲେ ଅନ୍ୟ ଜଣେ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଦେବେ ନାହିଁ। ଆମ ଡାକ୍ତର, ନର୍ସ, ହେଲଥ ୱାର୍କସ ବହୁତ ଭଲ କାମ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story