ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଉତ୍ତର କୋରିଆର ଧମକ

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ପୁଣି ଥରେ ଆମେରିକାକୁ ଧମକ ଦେଇଛି। କହିଛି, ଆମେରିକା ତା’ ଜାଗାରୁ ଇଞ୍ଚେ ଘୁଞ୍ଚିଲେ ତା’ଉପରେ ପରମାଣୁ ବୋମା ପକାଇ ଦିଆଯିବ। ‘ଲାଷ୍ଟ୍ ଚାନ୍ସ’ ନାମକ ଏକ ଭିଡିଓ ଜାରି କରି ଉତ୍ତର କୋରିଆ ଏହି ଧମକ ଦେଇଛି। ଚାରି ମିନିଟ୍‌ର ଏହି ଭିଡିଓରେ ଏକ ସବ୍‌ମାରାଇନ୍‌ରୁ ଏକ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରାଯାଉଥିବା ଦୃଶ୍ୟ ମଧ୍ୟ ରହିଛି। ଏହା ମାଧ୍ୟମରେ ୱାଶିଂଟନ୍‌କୁ ଧ୍ୱଂସ କରି ଦେବାକୁ ଚେତାବନୀ ଦିଆଯାଇଛି। ଭିଡିଓ ପ୍ରାରମ୍ଭରେ […]

north-korea

north-korea

Rakesh Mallick
  • Published: Sunday, 27 March 2016
  • Updated: 04 May 2017, 03:44 PM IST

Sports

Latest News

north-koreaପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ପୁଣି ଥରେ ଆମେରିକାକୁ ଧମକ ଦେଇଛି। କହିଛି, ଆମେରିକା ତା’ ଜାଗାରୁ ଇଞ୍ଚେ ଘୁଞ୍ଚିଲେ ତା’ଉପରେ ପରମାଣୁ ବୋମା ପକାଇ ଦିଆଯିବ।

‘ଲାଷ୍ଟ୍ ଚାନ୍ସ’ ନାମକ ଏକ ଭିଡିଓ ଜାରି କରି ଉତ୍ତର କୋରିଆ ଏହି ଧମକ ଦେଇଛି।

ଚାରି ମିନିଟ୍‌ର ଏହି ଭିଡିଓରେ ଏକ ସବ୍‌ମାରାଇନ୍‌ରୁ ଏକ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରାଯାଉଥିବା ଦୃଶ୍ୟ ମଧ୍ୟ ରହିଛି। ଏହା ମାଧ୍ୟମରେ ୱାଶିଂଟନ୍‌କୁ ଧ୍ୱଂସ କରି ଦେବାକୁ ଚେତାବନୀ ଦିଆଯାଇଛି। ଭିଡିଓ ପ୍ରାରମ୍ଭରେ ଆମେରିକା ଓ କୋରିଆ ମଧ୍ୟସ୍ଥ ସଂପର୍କର ଇତିହାସ ବିଷୟରେ କୁହାଯାଇଛି। ଭିଡିଓ ଶେଷରେ ୱାଶିଂଟନ୍‌ର ଲିଙ୍କନ ମେମୋରିଆଲ୍ ସମ୍ମୁଖରେ ପରମାଣୁ ବୋମା ପଡୁଥିବାର ଦୃଶ୍ୟ ଦେଖାଯାଇଛି।

ଏହି ଭିଡିଓରେ ଉତ୍ତର କୋରିଆ ଏହା ଦକ୍ଷିଣ ସୀମା ନିକଟରେ ଆମେରିକା ଓ ଦକ୍ଷିଣ କୋରିଆର ସେନା ପକ୍ଷରୁ କରାଯାଉଥିବା ମିଳିତ ସମରାଭ୍ୟାସକୁ ମଧ୍ୟ ନାପସନ୍ଦ କରିଛି।

ସୂଚନାଯୋଗ୍ୟ, କଟକଣା ସତ୍ତ୍ୱେ ଗତ ଜାନୁଆରୀ ମାସରେ ଉତ୍ତର କୋରିଆ ହାଇଡ୍ରୋଜେନ୍‌ ବୋମା ପରୀକ୍ଷା କରିଥିଲା। ପୂର୍ବରୁ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିବାର ଧମକ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story