ଭାରତ ବିରୋଧରେ ପାକିସ୍ତାନର ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କଶ୍ମୀର ଉପରେ ବନ୍ଧୁକ ଥୋଇ ଇମ୍ରାନ୍‌ ଖାନ୍‌ ସରକାର ଗୁଳି ଚଳାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପାକିସ୍ତାନର ସମର୍ଥକମାନେ କେବଳ ଜମ୍ମୁ-କଶ୍ମୀରରେ ନୁହେଁ ଭାରତର ନାଗାଲ୍ୟାଣ୍ଡରେ ମଧ୍ୟ ହିଂସା ସୃଷ୍ଟି କରିବା […]

wes

wes

Hemant Lenka
  • Published: Friday, 30 August 2019
  • Updated: 30 August 2019, 05:21 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କଶ୍ମୀର ଉପରେ ବନ୍ଧୁକ ଥୋଇ ଇମ୍ରାନ୍‌ ଖାନ୍‌ ସରକାର ଗୁଳି ଚଳାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି।

ପାକିସ୍ତାନର ସମର୍ଥକମାନେ କେବଳ ଜମ୍ମୁ-କଶ୍ମୀରରେ ନୁହେଁ ଭାରତର ନାଗାଲ୍ୟାଣ୍ଡରେ ମଧ୍ୟ ହିଂସା ସୃଷ୍ଟି କରିବା ପାଇଁ ମିଥ୍ୟା ଭିଡିଓ ଓ ମେସେଜ୍‌ ପ୍ରଚାର କରିବାରେ ଲାଗିଛନ୍ତି। ଏହି ମିଥ୍ୟା ଭିଡିଓ ଓ ମେସେଜକୁ କିଛି ବିଦେଶୀ ଗଣମାଧ୍ୟମ ପାଇବା ପରେ ଭାରତ ବିରୋଧରେ ଖବର ପ୍ରସାରଣ କରିବାରେ ଲାଗିଛନ୍ତି। ଏଥିସହ ବିଶ୍ୱର ଏକାଧିକ ରାଷ୍ଟ୍ର ମଧ୍ୟ ଏହାକୁ ଦେଖି ଭାରତର ଜମ୍ମୁ-କଶ୍ମୀରରେ ଏଭଳି ଘଟଣା ଘଟୁଥିବା ଭାବୁଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, “ଏବେ ପାକିସ୍ତାନର ଅଧିକାରୀମାନେ ପିଓକେରେ ଏକାଧିକ ଭିଡିଓ ଶୁଟିଂ କରୁଛନ୍ତି। ଏଠାରେ ପାକ୍‌ ସମର୍ଥକମାନଙ୍କୁ ଭାରତୀୟ ସୁରକ୍ଷାକର୍ମୀମାନେ ପିନ୍ଧୁଥିବା ପୋଷାକ ପିନ୍ଧା ଯାଉଛି। ଏହାପରେ ସେମାନେ ପିଓକେରେ ଥିବା ଉଭୟ ପୁରୁଷ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି।

ଏହି ଭିଡିଓକୁ ଶୁଟିଂ କରାଯାଇ ବିଭିନ୍ନ ପ୍ଲାଟଫର୍ମରେ ଛଡ଼ା ଯାଉଛି। ପାକିସ୍ତାନ ଏପରି କରି ଭାରତକୁ ବଦନାମ କରିବାକୁ ଏବଂ ଭାରତ ବିରୋଧରେ ବିଶ୍ୱର ରାଷ୍ଟ୍ର ସମୂହକୁ ଉସକାଇବାକୁ ଚେଷ୍ଟା କରୁଛି। ଖାଲି ସେତିକି ନୁହେଁ, ନାଗଲ୍ୟାଣ୍ଡରେ ଥିବା ଭାରତ ବିରୋଧୀ ସଂଗଠନ ଗୁଡ଼ିକୁ ମଧ୍ୟ ପାକିସ୍ତାନ ଏଭଳି ଭିଡିଓ ପଠାଇ ସେମାନଙ୍କୁ ନୂଆଦିଲ୍ଲୀ ବିରୋଧରେ ମତାଇବାକୁ ଚେଷ୍ଟା କରୁଛି।

ନାଗାଲ୍ୟାଣ୍ଡର ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ସ୍ୱାଧୀନତା ପାଇଁ ଦାବି କରିବାକୁ ମଧ୍ୟ ପାକିସ୍ତାନ ସେନା ପ୍ରବର୍ତ୍ତାଉଛନ୍ତି। କେବଳ ବିଦ୍ରୋହୀ ଗୋଷ୍ଠୀ ନୁହେଁ, ଯେଉଁ ତଥାକଥିତ ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ନାଗାଲ୍ୟାଣ୍ଡ ଗଠନ ପାଇଁ ଦାବି କରୁଛନ୍ତି, ସେମାନଙ୍କୁ ମଧ୍ୟ ଏହି ଭିଡିଓ ପାକିସ୍ତାନ ପକ୍ଷରୁ ପଠାଯାଉଛି।

ତେଣୁ ପାକିସ୍ତାନ ଏବେ ଇଣ୍ଟରନେଟ୍‌କୁ ଭାରତ ବିରୋଧରେ ବ୍ୟବହାର କରୁଛି। ଏହି କାରଣରୁ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ହେଲେ ଲୋକଙ୍କ ଯିବା ଆସିବା ପାଇଁ କଟକଣାରେ କୋହଳ କରାଯାଇଛି। ଯଦି ଏହି ସମୟରେ ଇଣ୍ଟରନେଟ୍‌କୁ ଆମେ ସଂଯୋଗ କରିବୁ, ତା’ହେଲେ ପାକିସ୍ତାନ ହିଂସା ସୃଷ୍ଟି କରିବା ପାଇଁ ତା’ର ଅପପ୍ରଚାର ଆରମ୍ଭ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story