ପାକିସ୍ତାନ ଭାରତକୁ ଭୁଲ ମାଗିବା ଦରକାର: ସଞ୍ଜୟ ରାଓତ

ନୂଆଦିଲ୍ଲୀ: ପାକିସ୍ତାନରେ  ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଅପମାନ କରାଯାଇଥିବା ନେଇ ଆଜି  ଶିବସେନା ସାଂସଦ ସଞ୍ଜୟ ରାଓତ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଏଥିପାଇଁ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ମୁଁ ଏହି ବିଷୟକୁ ସଂସଦରେ ଉଠାଇବି।” ପାକିସ୍ତାନରେ  ଗୃହମନ୍ତ୍ରୀଙ୍କୁ ଅପମାନିତ କରାଯିବା  ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ରାଉତ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ ମୋଦି ପ୍ରତି ମାସରେ  ‘ମନ କୀ ବାତ’ କାର୍ଯ୍ୟକ୍ରମ କରୁଛନ୍ତି। ପାକିସ୍ତାନ ବିଷୟରେ  […]

sanjay-raut

sanjay-raut

Rakesh Mallick
  • Published: Friday, 05 August 2016
  • Updated: 05 August 2016, 05:04 PM IST

ନୂଆଦିଲ୍ଲୀ: ପାକିସ୍ତାନରେ  ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଅପମାନ କରାଯାଇଥିବା ନେଇ ଆଜି  ଶିବସେନା ସାଂସଦ ସଞ୍ଜୟ ରାଓତ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଏଥିପାଇଁ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ମୁଁ ଏହି ବିଷୟକୁ ସଂସଦରେ ଉଠାଇବି।”

ପାକିସ୍ତାନରେ  ଗୃହମନ୍ତ୍ରୀଙ୍କୁ ଅପମାନିତ କରାଯିବା  ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ରାଉତ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ ମୋଦି ପ୍ରତି ମାସରେ  ‘ମନ କୀ ବାତ’ କାର୍ଯ୍ୟକ୍ରମ କରୁଛନ୍ତି। ପାକିସ୍ତାନ ବିଷୟରେ  ତାଙ୍କର ‘ମନ କୀ ବାତ’ କଣ କାର୍ଯ୍ୟକ୍ରମରେ ବତାଇବା ଦରକାର।”

ରାଉତ ଆହୁରି କହିଛନ୍ତି, “ପାକିସ୍ତାନ ସହିତ ଆମ ଗୃହମନ୍ତ୍ରୀ  ଆଲୋଚନା କରିବାର ନ ଥିଲା। ଆମ ଗୃହମନ୍ତ୍ରୀଙ୍କୁ ଅପମାନିତ କରି ପାକିସ୍ତାନ ଠିକ୍‌ କରି ନାହିଁ। ସେଥିପାଇଁ ପାକିସ୍ତାନ କ୍ଷମା ମାଗିବା ଦରକାର। ପାକିସ୍ତାନକୁ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯିବା ଦରକାର। ଆମେ ପାକିସ୍ତାନ ସହିତ କୌଣସି ପ୍ରକାର ସଂପର୍କ ରଖିବାକୁ ଚାହୁଁନାହୁଁ।”

 ସେ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ଭାରତକୁ ଅପମାନ କରିବାର କୌଣସି ସୁଯୋଗ ଛାଡୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story