ଜାତିସଂଘ ବୈଠକ ପରେ ବଡ଼ ହମ୍‌ଲା ପାଇଁ ପାକର ମସୁଧା, ୪ହଜାର ଲୋକଙ୍କୁ ଦେଉଛି ତାଲିମ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସ୍ତରରେ ଏକ ଘରିକିଆ ହୋଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚନା କରୁଛି। ବର୍ତ୍ତମାନ ନ୍ୟୁୱର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନ ଫୂଲଦମରେ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ପାକିସ୍ତାନ ଆତଙ୍କବାଦୀ କିମ୍ବା ସେନା ଦ୍ୱାରା ନୁହେଁ ଦେଶର ସାଧାରଣ ଲୋକଙ୍କୁ ଭାରତ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପାକିସ୍ତାନ […]

a

a

Hemant Lenka
  • Published: Friday, 27 September 2019
  • Updated: 27 September 2019, 03:33 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସ୍ତରରେ ଏକ ଘରିକିଆ ହୋଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚନା କରୁଛି। ବର୍ତ୍ତମାନ ନ୍ୟୁୱର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନ ଫୂଲଦମରେ ପ୍ରସ୍ତୁତି ଆରମ୍ଭ କରିଛି।

ତେବେ ପାକିସ୍ତାନ ଆତଙ୍କବାଦୀ କିମ୍ବା ସେନା ଦ୍ୱାରା ନୁହେଁ ଦେଶର ସାଧାରଣ ଲୋକଙ୍କୁ ଭାରତ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପାକିସ୍ତାନ ସରକାର ୩ରୁ ୪ ହଜାର ସାଧାରଣ ଯୁବକଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରି ସେମାନଙ୍କୁ ଆକ୍ରମଣ ପାଇଁ ତାଲିମ ଦେଉଛନ୍ତି। ବିଶେଷ କରି ଏଲଓସି ନିକଟରେ ଏମାନେ ଅନୁପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ପାକିସ୍ତାନର ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଏଲଓସିରେ ଅଧିକ ସତର୍କ ରହିବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗୁଇନ୍ଦା ସୂତ୍ର ଅନୁଯାୟୀ, ପାକିସ୍ତାନ ଆର୍ମି ଓ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଦ୍ୱାରା ନିୟନ୍ତ୍ରିତ ଜାମାତ ଉଲ ଅଲ ହାଡିସ ମିଳିତ ଭାବେ ୩ରୁ ୪ ହଜାର ସାଧାରଣ ଲୋକଙ୍କୁ ରାୱଲପିଣ୍ଡିରେ ଆକ୍ରମଣ ପାଇଁ ତାଲିମ ଦେଉଛନ୍ତି। ଏମାନେ ଅକ୍ଟୋବର ପ୍ରଥମ ସପ୍ତାହରେ ହିଁ ଆକ୍ରମଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବେ। ଏମାନଙ୍କ ମଧ୍ୟରେ ପିଓକେରେ ସକ୍ରିୟ ଥିବା ଜମ୍ମୁ-କଶ୍ମୀର ଲିବେରେସନ ଫ୍ରଣ୍ଟର କିଛି ଯୁବକ ମଧ୍ୟ ରହିଛନ୍ତି।

ତାଲିମ ସମୟରେ ଯୁବକ ମାନଙ୍କୁ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ କରାଯାଉଛି। ଏମାନଙ୍କୁ ଏମିତି ଢଙ୍ଗରେ ପ୍ରବର୍ତ୍ତା ଯାଉଛି ଯେ ସେମାନେ ଯେମିତି ହେଲେ ବି ଏଲଓସି ଡେଇଁ ଭାରତ ଉପରେ ଆକ୍ରମଣ କରିବେ।

ପାକିସ୍ତାନ ପିଓକେର ସାଧାରଣ ଲୋକଙ୍କୁ ଆକ୍ରମଣ ପାଇଁ ତାଲିମ ଦେବା ପଛରେ ମଧ୍ୟ ସ୍ୱତନ୍ତ୍ର କାରଣ ରହିଛି। ଯଦି ଭାରତୀୟ ସୁରକ୍ଷାକର୍ମୀମାନେ ପିଓକେର ଲୋକଙ୍କୁ ନିପାତ କରିବେ, ତା’ହେଲେ ଭାରତ ବିରୋଧରେ ପାକିସ୍ତାନ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ କରି ବିଶ୍ୱ ସ୍ତରରେ ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରିବ।

ଖାଲି ସେତିକି ନୁହେଁ, ଏଲଓସି ନିକଟରେ ଥିବା ପାକିସ୍ତାନ ଆର୍ମି ପୋଷ୍ଟ ଗୁଡ଼ିକ ନିକଟରେ ଆତଙ୍କବାଦୀ କ୍ୟାମ୍ପ ମଧ୍ୟ ଖୋଲିବା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏଲଓସିରେ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି। ଏଥିସହ ନୀରିକ୍ଷଣ ସିଷ୍ଟମକୁ ଆହୁରି ତ୍ୱରିତ କରିଛନ୍ତି।

ଭାରତର ସୀମାନ୍ତକୁ ଲାଗିଥିବା ପାକିସ୍ତାନ ଆର୍ମି ପୋଷ୍ଟର ୩୨ଟି ସ୍ଥାନରେ ଆତଙ୍କବାଦୀଙ୍କ ଗତିବିଧି ଠାବ କରାଯାଇଛି। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଆତଙ୍କବାଦୀମାନେ କେମିତି ଏଲଓସି ଅତିକ୍ରମ କରିବେ, ସେ ଦିଗରେ ପାକିସ୍ତାନ ଆର୍ମି ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଉଛି।

ଏଥିପାଇଁ ପାକିସ୍ତାନ ଏଲଓସି ନିକଟରେ ଥିବା ବଙ୍କରରେ ଆତଙ୍କବାଦୀଙ୍କୁ ଲୁଚାଇ ରଖିଛି। ଆଗାମୀ ଦିନରେ ଜୈଶ ଓ ଲସ୍କର ଆତଙ୍କବାଦୀଙ୍କ ସହ ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌କୁ ମଧ୍ୟ ଭାରତ ବିରୋଧରେ ବ୍ୟବହାର କରିବାର ଆଶଙ୍କା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story