ଏହି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ପପୁ ଯାଦବ

ପାଟନା: ଆସନ୍ତା ୨୮ ତାରିଖରୁ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ଜନ ଅଧିକାରୀ ପାର୍ଟି-ଲୋକତାନ୍ତ୍ରିକ (ଜେଏପି-ଏଲ) ସଭାପତି ରାଜେଶ ରଞ୍ଜନ ଓରଫ ପପୁ ଯାଦବ ନୂଆ କରି ଗଠନ ହୋଇଥିବା ପ୍ରୋଗ୍ରେସିଭ ଡେମୋକ୍ରାଟିକ ଆଲିଆନ୍ସ (ପିଡିଏ)ର ମୁଖମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି। ଯଦି ତାଙ୍କ ଦଳ ବିହାର ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବ, ତା’ହେଲେ ପପୁ ଯାଦବ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ। ଆଜି ମେଣ୍ଟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ଏଥିସହ […]

fff

fff

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 06:31 PM IST

Sports

Latest News

ପାଟନା: ଆସନ୍ତା ୨୮ ତାରିଖରୁ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ଜନ ଅଧିକାରୀ ପାର୍ଟି-ଲୋକତାନ୍ତ୍ରିକ (ଜେଏପି-ଏଲ) ସଭାପତି ରାଜେଶ ରଞ୍ଜନ ଓରଫ ପପୁ ଯାଦବ ନୂଆ କରି ଗଠନ ହୋଇଥିବା ପ୍ରୋଗ୍ରେସିଭ ଡେମୋକ୍ରାଟିକ ଆଲିଆନ୍ସ (ପିଡିଏ)ର ମୁଖମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି।

ଯଦି ତାଙ୍କ ଦଳ ବିହାର ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବ, ତା’ହେଲେ ପପୁ ଯାଦବ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ। ଆଜି ମେଣ୍ଟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ଏଥିସହ ପିଡିଏ ପକ୍ଷରୁ ପପୁ ଯାଦବ ମାଧେପୁରା ଅଞ୍ଚଳରୁ ନିର୍ବାଚନ ମଧ୍ୟ ଲଢ଼ିବେ।

ଚଳିତ ନିର୍ବାଚନରେ ପପୁ ଯାଦବଙ୍କ ଜେଏପି, ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି, ବହୁଜନ ମୁକ୍ତି ପାର୍ଟି ଓ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ ଏକାଠି ଲଢ଼ିବେ। ଆଜି ପପୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ସମ୍ପର୍କରେ ସୂଚନା ଦେଇ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି, ପପୁ ଯାଦବଙ୍କ କାର୍ଯ୍ୟଶୈଳୀ ସର୍ବଦା ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ରହିଛି। ଯେଉଁ ଲୋକମାନେ ବିହାରକୁ ଭଲ ପାଆନ୍ତି ଓ ଏହାର କଷ୍ଟକୁ ଅନୁଭବ କରନ୍ତି, ସେମାନେ ନିଶ୍ଚିତ ଭାବେ ଆମକୁ ଗୋଟିଏଥର ଶାସନ କରିବାକୁ ସୁଯୋଗ ଦେବେ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ପପୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କାହିଁକି ବିକାଶ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ମୂଳ ପ୍ରସଙ୍ଗ ନୁହେଁ? କାହିଁକି ନୀତୀଶ କୁମାର ସର୍ବଦା ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରସଙ୍ଗ କରୁଛନ୍ତି? କାହିଁକି ନୀତୀଶ କୁମାର ବନ୍ୟା ଓ ଦାଦନ କଥା କହୁନାହାନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story