ପଠାନ୍‌କୋଟ ଆକ୍ରମଣ ଘଟଣା: ପାକ୍‌ରେ ଥିବା ମାଷ୍ଟର ମାଇଣ୍ଡକୁ ‌ଖୋଜିବାକୁ ପ୍ରୟାସ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ: ପଠାନ୍‌କୋଟ ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଭାରତ ସରକାର ପାକ୍‌ ଟିମ୍‌କୁ ଅନୁମତି ଦେବା ପରେ ପାକିସ୍ତାନରେ ଥିବା ଜେଇଏମ୍‌ର ମୁଖ୍ୟ ମୌଲାନା ମାସୁଦ୍‌ ଅଝାର ଓ ତାର ଶାଳକ ଅବଦୁଲ ରୌଫ୍‌କୁ ଖୋଜିବାକୁ ଏନ୍‌ଆଇଏ ଟିମ୍‌ ସେଠାକୁ ଯିବ। ଏହି ଦୁଇଜଣ ପଠାନ୍‌କୋଟ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏନ୍ଆଇଏ ଦାବି କରୁଛି। ପାକିସ୍ତାନ ଯିବା ନେଇ ଅନୁମତି ପାଇବାକୁ ଏନ୍‌ଆଇଏ ଟିମ୍‌ ପକ୍ଷରୁ ପ୍ରୟାସ କରାଯାଉଛି। ଏ ନେଇ ଏନ୍‌ଆଇରଏ ମହାନିର୍ଦ୍ଦେଶକ […]

Pathankot attack NIA to seek access to Pak-based masterminds

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 08:56 AM IST

Sports

Latest News

ନୂଆଦିଲ୍ଲୀ: ପଠାନ୍‌କୋଟ ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଭାରତ ସରକାର ପାକ୍‌ ଟିମ୍‌କୁ ଅନୁମତି ଦେବା ପରେ ପାକିସ୍ତାନରେ ଥିବା ଜେଇଏମ୍‌ର ମୁଖ୍ୟ ମୌଲାନା ମାସୁଦ୍‌ ଅଝାର ଓ ତାର ଶାଳକ ଅବଦୁଲ ରୌଫ୍‌କୁ ଖୋଜିବାକୁ ଏନ୍‌ଆଇଏ ଟିମ୍‌ ସେଠାକୁ ଯିବ। ଏହି ଦୁଇଜଣ ପଠାନ୍‌କୋଟ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏନ୍ଆଇଏ ଦାବି କରୁଛି। ପାକିସ୍ତାନ ଯିବା ନେଇ ଅନୁମତି ପାଇବାକୁ ଏନ୍‌ଆଇଏ ଟିମ୍‌ ପକ୍ଷରୁ ପ୍ରୟାସ କରାଯାଉଛି।

ଏ ନେଇ ଏନ୍‌ଆଇରଏ ମହାନିର୍ଦ୍ଦେଶକ ଶରଦ୍‌ କୁମାର କହିଛନ୍ତି, “ମାସୁଦ୍‌ ଓ ଅବଦୁରଙ୍କୁ ଖୋଜିବାକୁ ଉପଯୁକ୍ତ ସମୟ ଆସିଛି। ଏହି ଦୁଇଜଣ ପଠାନ୍‌କୋଟ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିବାରୁ ସେମାନଙ୍କୁ ଭାରତ ଆଣି ପଚରାଉଚରା କରାଯିବାର ଆବଶ୍ୟକତା ରହିଛି।”

୨୦୦୧ ଶ୍ରୀନଗର ବିଧାନସଭାରେ ବୋମା ବିସ୍ଫୋରଣ ସହ ବହୁ ମାମଲାରେ ଆଝାରର ସମ୍ପୃକ୍ତି ରହିଛି। ୧୯୯୯ କାଠମାଣ୍ଡୁରୁ ଭାରତୀୟ ବିମାନକୁ ଅପହରଣ କରିବାରେ ରୌଫ୍‌ର ହାତ ଥିଲା।

ସେ କହିଛନ୍ତି, “ପାକିସ୍ତାନରେ ଥିବା ଜୈସ-ଏ-ମହମ୍ମଦର ଏହି ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିବାକୁ ଭାରତର ପ୍ରୟାସ ଜାରି ରହିଛି। ଏଥିପାଇଁ ପାକିସ୍ତାନ ସରକାରଙ୍କ ଅନୁମତି ମଗାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story