ଅପଦସ୍ଥ ହେଲେ ଜାତିସଂଘରେ ସ୍ଥାୟୀ ପାକ୍ ସଦସ୍ୟ ଲୋଧି

ମିଳିତ ଜାତିସଂଘ: ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ସ୍ଥାୟୀ ସଦସ୍ୟ ମାଲେହା ଲୋଧି ଏକ କାର୍ଯ୍ୟକ୍ରମରେ ଅପଦସ୍ଥ ହୋଇଛନ୍ତି। ଜାତିସଂଘର ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଲୋଧିଙ୍କୁ ସର୍ବସମ୍ମୁଖରେ ଜଣେ ପାକିସ୍ତାନ ନାଗରିକ ‘ଚୋର’ କହିବା ସହ ଅନେକ ଗାଳିଗୁଲଜ କରିଥିଲେ। ଶେଷରେ ପରିସ୍ଥିତି ଏମିତି ହୋଇ ଥିଲା ଯେ ଅପମାନ ସହି ନ ପାରି ଲୋଧି ଅଧାରୁ କାର୍ଯ୍ୟକ୍ରମ ଛାଡ଼ି ଚାଲି ଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମିଡିଆ ଆଗରେ ଲୋଧି ନିଜର ମତ ରଖୁଥିଲେ। ଏହି […]

h

h

Hemant Lenka
  • Published: Tuesday, 13 August 2019
  • Updated: 13 August 2019, 04:36 PM IST

Sports

Latest News

ମିଳିତ ଜାତିସଂଘ: ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ସ୍ଥାୟୀ ସଦସ୍ୟ ମାଲେହା ଲୋଧି ଏକ କାର୍ଯ୍ୟକ୍ରମରେ ଅପଦସ୍ଥ ହୋଇଛନ୍ତି। ଜାତିସଂଘର ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଲୋଧିଙ୍କୁ ସର୍ବସମ୍ମୁଖରେ ଜଣେ ପାକିସ୍ତାନ ନାଗରିକ 'ଚୋର' କହିବା ସହ ଅନେକ ଗାଳିଗୁଲଜ କରିଥିଲେ।

ଶେଷରେ ପରିସ୍ଥିତି ଏମିତି ହୋଇ ଥିଲା ଯେ ଅପମାନ ସହି ନ ପାରି ଲୋଧି ଅଧାରୁ କାର୍ଯ୍ୟକ୍ରମ ଛାଡ଼ି ଚାଲି ଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମିଡିଆ ଆଗରେ ଲୋଧି ନିଜର ମତ ରଖୁଥିଲେ।

ଏହି ସମୟରେ ଜଣେ ପାକିସ୍ତାନ ନାଗରିକ ଚିତ୍କାର କରି କହିଥିଲେ ଯେ “କ’ଣ ଆପଣ ଦୁଇ ମିନିଟ୍‌ ପାଇଁ ମୋ ପ୍ରଶ୍ନର ଉତ୍ତର ଦେବେ କି? ଆପଣ ୧୫ରୁ ୨୦ ବର୍ଷ ହେଲା ଆମ ପାଇଁ କ’ଣ କରିଛନ୍ତି? ଆପଣ ଆମକୁ ପ୍ରତିନିଧିତ୍ୱ କରୁନାହାନ୍ତି।”

ଏହି ସମୟରେ ଲୋଧି ଉକ୍ତ ବ୍ୟକ୍ତିଙ୍କୁ ବାରଣ କରିଥିଲେ। ହେଲେ ସେ କିଛି ଶୁଣି ନଥିଲେ। ସେ କହିଥିଲେ, “ମୁଁ ଆଇନ୍‌ ବାହାରେ କିଛି କରୁନାହିଁ। ମୁଁ ଜଣେ ପାକିସ୍ତାନୀ।” ଏକଥା ଶୁଣି ଲୋଧି ଘଟଣାସ୍ଥଳ ଛାଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେବେ ବ୍ୟକ୍ତି ଜଣଙ୍କ ପୁଣି ଚିତ୍କାର କରି କହିଥିଲେ, “ଆପଣମାନଙ୍କ ଭଳି କିଛି ଲୋକ ଆମମାନଙ୍କର ଟଙ୍କା ଚୋରି କରିଛନ୍ତି। ଆପଣମାନେ ଚୋର। ଆମକୁ ପ୍ରତିନିଧିତ୍ୱ କରିବାକୁ ଆପଣମାନଙ୍କର ଯୋଗ୍ୟତା ନାହିଁ। ଆପଣଙ୍କୁ ଲଜ୍ଜା ଲାଗିବା ଦରକାର। ଆପଣ କେବଳ ଟଙ୍କା ଖାଇବା ଜାଣିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story