ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ପବିତ୍ର ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ। ଏହି ପିବତ୍ର ଦିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବଥର ଭଳି ଏଥର ମଧ୍ୟ ଦେଶର ଯବାନଙ୍କ ସହ ପାଳନ କରିବେ। ୨୦୧୪ରୁ ମୋଦି ପ୍ରତି ଦୀପାବଳି ଯବାନଙ୍କ ସହ ପାଳନ କରୁଛନ୍ତି। କିଛି ରିପୋର୍ଟରେ ମୋଦି ଗୁଜରାଟ ଗସ୍ତରେ ଯାଇ ସେଠାରେ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି କହିଛନ୍ତି। ସେହିପରି ଆଉ କିଛି ରିପୋର୍ଟରେ ସେ ରାଜସ୍ଥାନର ଜୈସଲମେର ଯିବେ […]

fz

fz

Hemant Lenka
  • Published: Friday, 13 November 2020
  • Updated: 13 November 2020, 08:21 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ପବିତ୍ର ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ। ଏହି ପିବତ୍ର ଦିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବଥର ଭଳି ଏଥର ମଧ୍ୟ ଦେଶର ଯବାନଙ୍କ ସହ ପାଳନ କରିବେ। ୨୦୧୪ରୁ ମୋଦି ପ୍ରତି ଦୀପାବଳି ଯବାନଙ୍କ ସହ ପାଳନ କରୁଛନ୍ତି।

କିଛି ରିପୋର୍ଟରେ ମୋଦି ଗୁଜରାଟ ଗସ୍ତରେ ଯାଇ ସେଠାରେ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି କହିଛନ୍ତି। ସେହିପରି ଆଉ କିଛି ରିପୋର୍ଟରେ ସେ ରାଜସ୍ଥାନର ଜୈସଲମେର ଯିବେ ବୋଲି କୁହାଯାଇଛି।

ଦୀପାବଳି ପୂର୍ବରୁ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସମସ୍ତେ ଦେଶର ସୁରକ୍ଷା କରୁଥିବା ଯବାନଙ୍କ ପାଇଁ ଦୀପାବଳିରେ ଦୀପଟିଏ ଜାଳିବା। ତେଣୁ ସେ ଆସନ୍ତାକାଲି ଯବାନଙ୍କ ସହ ଦୀପାବଳି ପାଳିବେ ବୋଲି ସ୍ପଷ୍ଟ ହୋଇଛି। ମୋଦିଙ୍କ ସହ ସିଡିଏସ୍ ବିପିନ ରାୱତ ମଧ୍ୟ ଗସ୍ତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story