କାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବେ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ଭାରତ ସରକାର ଚାଇନା ବିବାଦକୁ ଦୃଷ୍ଟିରେ ରଖି ଟିକଟକ ସହ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି। ସେହିପରି ଦିନକୁ ଦିନକୁ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ତଥାପି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ-୨ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଆସନ୍ତାକାଲି ଅନଲକ-୧ […]

dua

dua

Hemant Lenka
  • Published: Monday, 29 June 2020
  • Updated: 29 June 2020, 10:35 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବେ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଆଜି ଭାରତ ସରକାର ଚାଇନା ବିବାଦକୁ ଦୃଷ୍ଟିରେ ରଖି ଟିକଟକ ସହ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି। ସେହିପରି ଦିନକୁ ଦିନକୁ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ତଥାପି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ-୨ ପାଇଁ ଗାଇଡଲାଇନ ଜାରି କରାଯାଇଛି।

ଆସନ୍ତାକାଲି ଅନଲକ-୧ ଶେଷ ହେବାକୁ ଯାଉଛି। ଜୁଲାଇ ୧ରୁ ୩୧ ଯାଏ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ପାଳନ କରାଯିବ। ତେଣୁ ଏସବୁ ଭିତରେ ମୋଦି ଦେଶବାସୀଙ୍କୁ କ’ଣ ସବୁ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

କୁହାଯାଉଛି, ଚାଇନା ବିବାଦ ସମ୍ପର୍କରେ ମୋଦି ବଡ଼ ଘୋଷଣା କରିପାରନ୍ତି। ହେଲେ ଏଯାଏ ଏ ସମ୍ପର୍କରେ ପିଏମଓ ପକ୍ଷରୁ କିଛି ବି କୁହାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story