ନୂଆଦିଲ୍ଲୀ: ବୁଧବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିଦେଶୀୟ ବିଦେଶ ଗସ୍ତ ଆରମ୍ଭ ହୋଇଛି। ସେ ପ୍ରଥମେ ବେଲ୍ଜିୟମର ରାଜଧାନୀ ବ୍ରୁସେଲ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ସେ ଆମେରିକା ଓ ସାଉଦୀ ଆରବକୁ ଯିବେ।
ବେଲଜିୟମକୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୟୁରୋପିୟ ରାଷ୍ଟ୍ର ସଂଘ ସହ ଏକାଧିକ ଚୁକ୍ତି କରିବେ ବୋଲି ଆଶା କରାଯାଉଛି।
ବ୍ରୁସେଲ୍ସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲ୍ଜିଆନ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ପରେ ୟୁରିପିଆନ୍ ପାର୍ଲିଆମେଣ୍ଟର ମେମ୍ବର, ଇଣ୍ଡୋଲୋଜିଷ୍ଟ, ବେଲ୍ଜିଆନ୍ ସିଇଓଙ୍କ ସହ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ସନ୍ଧ୍ୟାରେ ମୋଦି ପ୍ରଭାସୀ ଭାରତୀୟଙ୍କ ସହ ବାର୍ତ୍ତାଳପ କରିବେ। ଆସନ୍ତାକାଲି ଓ ଏପ୍ରିଲ ୧ରେ ୱାସିଂଟନ୍ରେ ହେବାକୁ ଥିବା ଚତୁର୍ଥ ଆଣବିକ ସୁରକ୍ଷା ବୈଠକ (ଏନ୍ଏସ୍ଏସ୍)ରେ ଯୋଗ ଦେବେ। ସେଠାରୁ ସେ ସାଉଦୀ ଆରବ ଅଭିମୁଖେ ଯିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।