ପାୱାର ଓ ଅଠୱାଲେଙ୍କ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ରେ ଭୋଟ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ଖାଲି ପଡ଼ିବାକୁ ଯାଉଥିବା ରାଜ୍ୟସଭାର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ହେବ। ୧୭ଟି ରାଜ୍ୟର ୫୫ ସଦସ୍ୟଙ୍କ ଆସନ ଏପ୍ରିଲ ମାସର ବିଭିନ୍ନ ତାରିଖରେ ଖାଲି ହେବାକୁ ଯାଉଥିବା ନିର୍ବାଚନ କମିଶନ ପକ୍ଷରୁ ଭୋଟ ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଏନେଇ ମାର୍ଚ୍ଚ ୬ ତାରିଖରେ ନୋଟିଫିକେସନ ହେବ। ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୩। ମାର୍ଚ୍ଚ ୨୬ […]

nt

nt

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 06:39 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ଖାଲି ପଡ଼ିବାକୁ ଯାଉଥିବା ରାଜ୍ୟସଭାର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ହେବ। ୧୭ଟି ରାଜ୍ୟର ୫୫ ସଦସ୍ୟଙ୍କ ଆସନ ଏପ୍ରିଲ ମାସର ବିଭିନ୍ନ ତାରିଖରେ ଖାଲି ହେବାକୁ ଯାଉଥିବା ନିର୍ବାଚନ କମିଶନ ପକ୍ଷରୁ ଭୋଟ ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ଏନେଇ ମାର୍ଚ୍ଚ ୬ ତାରିଖରେ ନୋଟିଫିକେସନ ହେବ। ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୩। ମାର୍ଚ୍ଚ ୨୬ ତାରିଖରେ ୫୫ ଜଣ ରାଜ୍ୟସଭା ଆସନ ପାଇଁ ହେବ ଭୋଟ ଗ୍ରହଣ । ସକାଳ ୯ଟାରୁ ଅପରାହ୍ନ ୪ ମଧ୍ୟରେ ଭୋଟ ଗ୍ରହଣ ହେବା ସହ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।

ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ, କଂଗ୍ରେସ ନେତା ମୋତିଲାଲ ଭୋରା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ପ୍ରମୁଖଙ୍କ ରାଜ୍ୟସଭା ଆସନ ଖାଲିପଡ଼ିବାକୁ ଯାଉଛି। ଆସନ୍ତା ଏପ୍ରିଲ ୨ ତାରିଖରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାର ୪ଟି, ତାମିଲନାଡୁର ୬, ପଶ୍ଚିମବଙ୍ଗର ୫ଟି ଆସନରେ ଥିବା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ।

ସେହିପରି ଏପ୍ରିଲ ୯ରେ ଆନ୍ଧ୍ର ପ୍ରଦେଶର ୪, ତେଲେଙ୍ଗାନାର ୨, ଆସାମର ୩, ବିହାରର ୫, ଛତିଶଗଡ଼ର ୨, ଗୁଜରାଟର ୪, ହରିଆଣାର ୨, ହିମାଚଳ ପ୍ରଦେଶର ୧, ଝାରଖଣ୍ଡର ୨, ମଧ୍ୟପ୍ରଦେଶର ୩, ମଣିପୁରର ୧, ରାଜସ୍ଥାନର ୩ ଓ ମେଘାଳୟର ଗୋଟିଏ ଆସନ ଖାଲି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story