ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ବୁଲି ଦେଖିଲେ ରାଷ୍ଟ୍ରପତି: ଦେଶବାସୀଙ୍କ ପକ୍ଷରୁ ଯବାନଙ୍କୁ ଦେଲେ ଧନ୍ୟବାଦ

ବିଶ୍ୱର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଯୁଦ୍ଧକ୍ଷେତ୍ର ସିଆଚେନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସିଆଚେନ ଯାଇ ସେଠାରେ ଥିବା ଭାରତୀୟ ସେନାର କ୍ୟାମ୍ପ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି। ବହୁତ କଠିନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେଠାକାର ଯବାନ ଯେମିତି ନିଷ୍ଠାର ସହିତ ଦେଶକୁ ଜଗି ରହିଛନ୍ତି, ସେଥିପାଇଁ ଦେଶବାସୀଙ୍କ ତରଫରୁ ଯବାନ ଓ ଅଧିକାରୀଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଦେଇଛନ୍ତି। ସେମାନଙ୍କ ପାଇଁ ସାରା ଦେଶର ଲୋକେ ଗର୍ବିତ ବୋଲି  କହିଛନ୍ତି ରାଷ୍ଟ୍ରପତି।  ରାମନାଥ କୋବିନ୍ଦଙ୍କ ଆଗରୁ ୨୦୦୪ […]

680925-kovind-pti-siachen

680925-kovind-pti-siachen

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 08:47 PM IST

Sports

Latest News

ବିଶ୍ୱର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଯୁଦ୍ଧକ୍ଷେତ୍ର ସିଆଚେନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସିଆଚେନ ଯାଇ ସେଠାରେ ଥିବା ଭାରତୀୟ ସେନାର କ୍ୟାମ୍ପ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି। ବହୁତ କଠିନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେଠାକାର ଯବାନ ଯେମିତି ନିଷ୍ଠାର ସହିତ ଦେଶକୁ ଜଗି ରହିଛନ୍ତି, ସେଥିପାଇଁ ଦେଶବାସୀଙ୍କ ତରଫରୁ ଯବାନ ଓ ଅଧିକାରୀଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଦେଇଛନ୍ତି। ସେମାନଙ୍କ ପାଇଁ ସାରା ଦେଶର ଲୋକେ ଗର୍ବିତ ବୋଲି  କହିଛନ୍ତି ରାଷ୍ଟ୍ରପତି।  ରାମନାଥ କୋବିନ୍ଦଙ୍କ ଆଗରୁ ୨୦୦୪ ଏପ୍ରିଲରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ସିଆଚେନ ପରିଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story