ବିଜେପିକୁ ଭୋଟ ଦେଉ ନଥିବା ମୁସଲିମ ପାକିସ୍ତାନ ସମର୍ଥକ: କର୍ଣ୍ଣାଟକା ମନ୍ତ୍ରୀ

ବେଙ୍ଗାଲୁରୁ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କର୍ଣ୍ଣାଟକାର ମନ୍ତ୍ରୀ ତଥା ବିଜେପି ନେତା କେଏସ୍‌ ଈଶ୍ୱରପ୍ପା ଆଜି ଆଚିମ୍ବିତ କରିବା ଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଦେଶଭକ୍ତ ମୁସଲିମମାନେ ବିଜେପିକୁ ଭୋଟ ଦିଅନ୍ତି। ଯେଉଁମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ, ସେମାନେ ପାକିସ୍ତାନୀ ସମର୍ଥକ। ଶ୍ରୀରାମ ସେନା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଈଶ୍ୱରପ୍ପା କହିଛନ୍ତି, “ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ମୁଁ ଏକାଧିକ କଂଗ୍ରେସ ନେତାଙ୍କୁ ଭେଟିଥିଲି। ସେମାନେ ବିଜେପିକୁ […]

qwrtf

qwrtf

Hemant Lenka
  • Published: Monday, 16 September 2019
  • Updated: 16 September 2019, 09:19 PM IST

Sports

Latest News

ବେଙ୍ଗାଲୁରୁ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କର୍ଣ୍ଣାଟକାର ମନ୍ତ୍ରୀ ତଥା ବିଜେପି ନେତା କେଏସ୍‌ ଈଶ୍ୱରପ୍ପା ଆଜି ଆଚିମ୍ବିତ କରିବା ଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଦେଶଭକ୍ତ ମୁସଲିମମାନେ ବିଜେପିକୁ ଭୋଟ ଦିଅନ୍ତି। ଯେଉଁମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ, ସେମାନେ ପାକିସ୍ତାନୀ ସମର୍ଥକ।
ଶ୍ରୀରାମ ସେନା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଈଶ୍ୱରପ୍ପା କହିଛନ୍ତି, “ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ମୁଁ ଏକାଧିକ କଂଗ୍ରେସ ନେତାଙ୍କୁ ଭେଟିଥିଲି। ସେମାନେ ବିଜେପିକୁ ଆସିବାକୁ ଚାହୁଁଥିଲେ। କିନ୍ତୁ ସେମାନେ କହିଥିଲେ ଯେ ଆମ ପାଖରେ ୫୦ ହଜାର ମୁସଲିମ ଭୋଟ ରହିଛି। ଯଦି ଆମେ ଏହାକୁ ଛାଡ଼ିବୁ, ତା’ହେଲେ ଆମେ କେବେ ହେଲେ ଜିତି ପାରିବୁ ନାହିଁ। ମୁସଲିମମାନଙ୍କର ଏଭଳି ମାନସିକତା କ’ଣ ପାଇଁ?

ମୋ ନିର୍ବାଚନ ମଣ୍ଡଳୀରେ ୫୦ ହଜାର ମୁସଲିମ ଭୋଟର ରହିଛନ୍ତି। ଆଜି ଯାଏ ମୁଁ କୌଣସି ମୁସଲିମ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିନାହିଁ। ତଥାପି ମୁଁ ୪୭ ହଜାରରୁ ଅଧିକ ଭୋଟରେ ଜିତି ଆସୁଛି।

ଦେଶଭକ୍ତ ମୁସଲିମମାନେ ହିଁ ବିଜେପିକୁ ଭୋଟ ଦିଅନ୍ତି। କିନ୍ତୁ ଯେଉଁମାନେ ପାକିସ୍ତାନୀ ସମର୍ଥକ ଓ ଦେଶଦ୍ରୋହୀ ମୁସଲିମ ସେମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ।”

ଏହାପୂର୍ବରୁ ୨୦୧୮ରେ ମଧ୍ୟ ଈଶ୍ୱରପ୍ପା ମୁସଲିମ ସଂପ୍ରଦାୟର ଲୋକଙ୍କୁ ଅପମାନିତ କରିଥିଲେ। ସେ କହିଥିଲେ, “ମୁସଲିମ ମାନେ ବିଜେପି ଉପରେ ଭରସା କରୁ ନାହାନ୍ତି। ସେଥିପାଇଁ ଦଳ ଏଠାରେ କୌଣସି ମୁସଲିମକୁ ପ୍ରାର୍ଥୀ କରୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story