ପ୍ରଥମଥର ପାଇଁ ଆଗ ଧାଡ଼ିରେ ବସିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନକୁ ଉଦ୍‌ବୋଧନ ଦେଇଛନ୍ତି। ତେବେ ପ୍ରଥମଥର ପାଇଁ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏକ ଘଟଣା ଘଟିଛି। ସଂସଦରେ ସର୍ବଦା ପଛରେ ବସୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରଥମଥର ପାଇଁ ଆଗ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଆଗ ଧାଡ଼ିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ମଲ୍ଲିକାର୍ଜୁନ ଖାଡ଼ଗେ ବସିଥିଲେ। ତେବେ ବଜେଟ୍‌ […]

t

t

Hemant Lenka
  • Published: Thursday, 31 January 2019
  • Updated: 31 January 2019, 05:46 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନକୁ ଉଦ୍‌ବୋଧନ ଦେଇଛନ୍ତି। ତେବେ ପ୍ରଥମଥର ପାଇଁ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏକ ଘଟଣା ଘଟିଛି।

ସଂସଦରେ ସର୍ବଦା ପଛରେ ବସୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରଥମଥର ପାଇଁ ଆଗ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଆଗ ଧାଡ଼ିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ମଲ୍ଲିକାର୍ଜୁନ ଖାଡ଼ଗେ ବସିଥିଲେ।

ତେବେ ବଜେଟ୍‌ ଅଧିବେଶନର ପ୍ରଥମଦିନରେ ରାହୁଲଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ସଂସଦକୁ ଆସିନାହାନ୍ତି। ସେ ପୂର୍ବଭଳି ଗୋଆରେ ରହିଛନ୍ତି।

ସେ ରବିବାର ଗୋଆରୁ ଫେରିବେ ବୋଲି ଜଣାପଡ଼ିଛି। ସୋନିଆ ଗାନ୍ଧି ସର୍ବଦା ସଂସଦରେ ଉପସ୍ଥିତ ରୁହନ୍ତି। କିନ୍ତୁ ଏବେ ସେ ଆଜମାରେ ପୀଡ଼ିତ ଥିବାରୁ ତାଙ୍କୁ ଦିଲ୍ଲୀ ଭଳି ମାତ୍ରାଧିକ ପ୍ରଦୂଷିତ ସହରରୁ ଦୂରେଇ ରହିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story