ଟ୍ରେନ୍‌ ଚଢିବା ବା ଓହ୍ଲାଇବା ବେଳେ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ: SC

ଟ୍ରେନ୍‌ ଚଢିବା ବେଳେ ବା ଟ୍ରେନରୁ ଓହ୍ଲାଇବା ବେଳେ ଯଦି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୁଏ ବା ସେ ଆହତ ହୁଅନ୍ତି, ତାଙ୍କୁ କ୍ଷତିପୂରଣ ମିଳିବ। ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସେହି ଯାତ୍ରୀଙ୍କ ଅସାବଧାନତା ବୋଲି କୁହାଯାଇପାରିବ ନାହିଁ, ବରଂ ଅଘଟଣ କୁହାଯିବ। ଏଥିପାଇଁ ରେଳ ମନ୍ତ୍ରାଳୟ କ୍ଷତିପୂରଣ ଦେବ। ଟିକଟ ନ ଥିଲେ ମଧ୍ୟ କ୍ଷତିପୂରଣ ମିଳିବ। କିନ୍ତୁ ଦାବିଦାରଙ୍କ ପକ୍ଷରୁ ପ୍ରମାଣ କରିବାକୁ ପଡ଼ିବ ଯେ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ […]

ap406155401258

ap406155401258

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 06:27 PM IST

Sports

Latest News

ଟ୍ରେନ୍‌ ଚଢିବା ବେଳେ ବା ଟ୍ରେନରୁ ଓହ୍ଲାଇବା ବେଳେ ଯଦି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୁଏ ବା ସେ ଆହତ ହୁଅନ୍ତି, ତାଙ୍କୁ କ୍ଷତିପୂରଣ ମିଳିବ। ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସେହି ଯାତ୍ରୀଙ୍କ ଅସାବଧାନତା ବୋଲି କୁହାଯାଇପାରିବ ନାହିଁ, ବରଂ ଅଘଟଣ କୁହାଯିବ। ଏଥିପାଇଁ ରେଳ ମନ୍ତ୍ରାଳୟ କ୍ଷତିପୂରଣ ଦେବ। ଟିକଟ ନ ଥିଲେ ମଧ୍ୟ କ୍ଷତିପୂରଣ ମିଳିବ। କିନ୍ତୁ ଦାବିଦାରଙ୍କ ପକ୍ଷରୁ ପ୍ରମାଣ କରିବାକୁ ପଡ଼ିବ ଯେ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା। କେବଳ ରେଳ ଷ୍ଟେସନ ପରିସରରେ କୌଣସି ବ୍ୟକ୍ତିଙ୍କ ମୃତ ଦେହ ମିଳିଥିଲେ, ସେହି ଘଟଣାରେ ମୃତ୍ୟୁର କାରଣ ଯାଞ୍ଚ ପରେ କ୍ଷତିପୂରଣ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story