ଦୁର୍ଘଟଣାର ସମ୍ମୁଖୀନ ହେଲେ ରଣବୀର ସିଂହ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଆଜି ମୁମ୍ବାଇ ସଡ଼କରେ ଛୋଟ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଡବିଂ ଷ୍ଟୁଡିୟରୁ ନିଜ ଘରକୁ ଗାଡ଼ିରେ ଫେରୁଥିବା ବେଳେ ଗୋଟିଏ ବାଇକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଏହି କାରଣରୁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା।   View this post on Instagram   Chota sa accident and all’s well 🙏 #ranveersingh in Mumbai today #Thursday #manavmanglani […]

dx

dx

Hemant Lenka
  • Published: Thursday, 15 October 2020
  • Updated: 15 October 2020, 07:29 PM IST

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଆଜି ମୁମ୍ବାଇ ସଡ଼କରେ ଛୋଟ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଡବିଂ ଷ୍ଟୁଡିୟରୁ ନିଜ ଘରକୁ ଗାଡ଼ିରେ ଫେରୁଥିବା ବେଳେ ଗୋଟିଏ ବାଇକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଏହି କାରଣରୁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା।

View this post on Instagram

Chota sa accident and all's well 🙏 #ranveersingh in Mumbai today #Thursday #manavmanglani

A post shared by Manav Manglani (@manav.manglani) on

ଏହାପରେ ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାରେ କ’ଣ କ୍ଷୟକ୍ଷତି ହୋଇଛି, ତା’ର ଯାଞ୍ଚ କରିଥିଲେ। ସୌଭାଗ୍ୟବଶତଃ ଏହା ଏକ ଛୋଟ ଧରରଣ ଦୁର୍ଘଟଣା ଓ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାର ଯାଞ୍ଚ କରିବା ବେଳର ଭିଡିଓ ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story