ଲଗାତାର ତୃତୀୟ ଥର ପାଇଁ କମିଲା ରେପୋ ରେଟ୍, କମିବ ସୁଧ ହାର

ନୂଆଦିଲ୍ଲୀ: ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଦ୍ରା ନୀତି କମିଟି ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ବୈଠକରେ କମିଟିର ଏହି ନିଷ୍ପତ୍ତି ଫଳରେ ରେପୋରେଟ୍‌ ୫.୭୫%କୁ ଖସିଆସିଛି। ଆରବିଆଇ ଲଗାତାର ତୃତୀୟ ଥର ପାଇଁ ଏଭଳି ରେପୋରେଟ୍‌ ହ୍ରାସ ପାଇଁ ନିଷ୍ପତ୍ତି ନେଇଛି। ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ଆରବିଆଇ ଋଣ ଦେବାସମୟରେ ରେପୋ ରେଟ୍‌ ସୁଧ ହାର ଲାଗୁ ହୋଇଥାଏ। ଅନ୍ୟପକ୍ଷରେ ଜରୁରୀ ସମୟରେ ଆରବିଆଇ […]

rbi-edit

rbi-edit

Subhransu Sekhar
  • Published: Thursday, 06 June 2019
  • Updated: 06 June 2019, 04:10 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଦ୍ରା ନୀତି କମିଟି ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ବୈଠକରେ କମିଟିର ଏହି ନିଷ୍ପତ୍ତି ଫଳରେ ରେପୋରେଟ୍‌ ୫.୭୫%କୁ ଖସିଆସିଛି। ଆରବିଆଇ ଲଗାତାର ତୃତୀୟ ଥର ପାଇଁ ଏଭଳି ରେପୋରେଟ୍‌ ହ୍ରାସ ପାଇଁ ନିଷ୍ପତ୍ତି ନେଇଛି।

ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ଆରବିଆଇ ଋଣ ଦେବାସମୟରେ ରେପୋ ରେଟ୍‌ ସୁଧ ହାର ଲାଗୁ ହୋଇଥାଏ। ଅନ୍ୟପକ୍ଷରେ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ। ବର୍ତ୍ତମାନ ରିଭର୍ସ ରେପୋରେଟ୍‌ ୫.୫୦% ରହିଛି।

ଏହି କମିଟିରେ ଡକ୍ଟର ଚେତନ ଘାଟେ, ଡକ୍ଟର ପମି ଦୁଆ, ଡକ୍ଟର ରବୀନ୍ଦ୍ର ଏଚ୍‌ ଢୋଲକିଆ, ଡକ୍ଟର ମାଇକେଲ ଦେବବ୍ରତ ପାତ୍ର, ଆରବିଆଇ ଡେପୁଟୀ ଗଭର୍ଣ୍ଣର ଡକ୍ଟର ବିରଲ ଭି ଆଚାର୍ଯ୍ୟ ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଦି ସଦସ୍ୟ ଅଛନ୍ତି। ସର୍ବସମ୍ମତି କ୍ରମେ ପଲିସିର ଲକ୍ଷ୍ୟକୁ ନିରପେକ୍ଷ ବା ନ୍ୟୁଟ୍ରାଲରୁ ‘ଆକୋମୋଡେଟିଭ୍‌’କୁ ପରିବର୍ତ୍ତନ କରାଯାଇଛି। ସମସ୍ତ ସଦସ୍ୟ ପୂର୍ବରୁ ଏପରି ସହମତି ପ୍ରକାଶ କରିବା ଦେଖାଯାଇନଥିଲା।

ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଧ୍ୟ ଫାଇଦା ହେବ କୁହାଯାଉଛି। ଅଭିବୃଦ୍ଧି ହାର ଗତ ୫ ବର୍ଷରେ ସର୍ବନିମ୍ନ ରହିଥିବାବେଳେ ବର୍ତ୍ତମାନ ଏଥିରେ ସୁଧାର ଆସିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଭିନ୍ନ ବ୍ୟାଙ୍କ ଋଣ ଉପରେ ସୁଧହାରରେ ହ୍ରାସ କରିବାର ମଧ୍ୟ ସମ୍ଭାବନା ରହିଛି। ସେହିଭିଳି ଇଏମ୍‌ଆଇ ବ୍ୟବସ୍ଥାରେ ଉତ୍ପାଦ କିଣୁଥିବା ଲୋକଙ୍କ ପାଇଁ ମଧ୍ୟ ଖୁସିଖବର ଆସିବାର ସମ୍ଭାବନା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story