ପବନରୁ ପାଣି ତିଆରି କଲେ ବୈଜ୍ଞାନିକ

ହଂକଂ: ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦୁନିଆକୁ ଆଶ୍ଚର୍ଯ୍ୟ କରିବେ ଭଳି ଆବିଷ୍କାର କରିଛନ୍ତି। ସେମାନେ କୌଣସି ବାହ୍ୟ ଶକ୍ତିର ବ୍ୟବହାର ନ କରି ପବନକୁ ପାଣିରେ ପରିଣତ କରି ଦେଖାଇଛନ୍ତି। ସାଇନ୍ସ ଆଡଭାନସେସ୍‌ରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରଥମେ ଗୋଟିଏ ଅଲଟ୍ରା ଲାଇଟ ଏରୋଜେଲ ପ୍ରସ୍ତୁତ କରିଥିଲେ। ଏହା ଗୋଟିଏ ସ୍ପଞ୍ଜ ଭଳି କାର୍ଯ୍ୟ କରିଥିଲା। ଏହାକୁ କାର୍ଯ୍ୟକ୍ଷମ କରିବାକୁ କୌଣସି ବ୍ୟାଟେରୀର ବ୍ୟବହାର କରାଯାଇ ନାହିଁ। ଏହି ଏରୋଜେଲ୍‌ […]

f

f

Hemant Lenka
  • Published: Saturday, 23 January 2021
  • Updated: 23 January 2021, 05:05 PM IST

Sports

Latest News

ହଂକଂ: ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦୁନିଆକୁ ଆଶ୍ଚର୍ଯ୍ୟ କରିବେ ଭଳି ଆବିଷ୍କାର କରିଛନ୍ତି। ସେମାନେ କୌଣସି ବାହ୍ୟ ଶକ୍ତିର ବ୍ୟବହାର ନ କରି ପବନକୁ ପାଣିରେ ପରିଣତ କରି ଦେଖାଇଛନ୍ତି। ସାଇନ୍ସ ଆଡଭାନସେସ୍‌ରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି।

ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରଥମେ ଗୋଟିଏ ଅଲଟ୍ରା ଲାଇଟ ଏରୋଜେଲ ପ୍ରସ୍ତୁତ କରିଥିଲେ। ଏହା ଗୋଟିଏ ସ୍ପଞ୍ଜ ଭଳି କାର୍ଯ୍ୟ କରିଥିଲା। ଏହାକୁ କାର୍ଯ୍ୟକ୍ଷମ କରିବାକୁ କୌଣସି ବ୍ୟାଟେରୀର ବ୍ୟବହାର କରାଯାଇ ନାହିଁ। ଏହି ଏରୋଜେଲ୍‌ ପବନରୁ ପାଣିକୁ ବାହାର କରୁଛି।

କିନ୍ତୁ ଏହି ସ୍ପଞ୍ଜ ସଙ୍କୁଚିତ ହୋଇ ଏହା ମଧ୍ୟରୁ ପାଣିକୁ ପୁଣିଥରେ ବାୟୁମଣ୍ଡଳକୁ ଛାଡ଼ୁନାହିଁ। ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ କେଜି ଏରୋଜେଲ୍‌ ପ୍ରାୟ ୧୭ ଲିଟର ପାଣି ତିଆରି କରିବାର କ୍ଷମତା ରଖିଛି। ସ୍ପଞ୍ଜ ଭଳି ଦିଶୁଥିବା ଏରୋଜେଲକୁ ପଲିମର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏହି ପଲିମର ପବନରୁ ପାଣିକୁ ଏକ୍ସଟ୍ରାକ୍ଟ କରିଥାଏ।

ଖରାଦିନେ ଏରୋଜେଲ ଅଧିକ କ୍ଷୀପ୍ର ବେଗରେ କାମ କରିଥାଏ। ଏରୋଜେଲ୍‌ରେ ଥିବା ୯୫% ଜଳବିନ୍ଦକୁ ଲିକ୍ୟୁଇଡ ୱାଟର୍‌ରେ ପରିଣତ କରିଥାଏ। ଏହି ପାଣି ପିଇବା ପାଇଁ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ଗବେଷକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story