୧୬୦ ଫୁଟ୍‌ ଉଚ୍ଚରେ ବସି ଖାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେଉଁଠି ମିଳୁଛି ଏମିତି ସୁବିଧା

ନୋଏଡ଼ା: ପୂର୍ବରୁ ଆପଣ ପାଣି ଭିତରେ କିମ୍ବା ଅନ୍ୟ କୌଣସି ଉପାୟରେ ହୋଇଥିବା ରେଷ୍ଟୁରାଣ୍ଟ ବିଷୟରେ ଶୁଣିଥିବେ। ହେଲେ ଭୂପୃଷ୍ଠରୁ ୧୬୦ ଫୁଟ ଉଚ୍ଚରେ କେବେ ବସି ଖାଇବାର ମଜା ନେଇଛନ୍ତି କି? ଭାରତରେ ଏବେ ପ୍ରଥମଥର ପାଇଁ ଏଭଳି ସୁବିଧା ଲୋକଙ୍କୁ ମିଳୁଛି। ନୋଏଡ଼ାରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ଲୋକମାନଙ୍କୁ ଭୂପୃଷ୍ଠରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ପରସା ଯାଉଛି। ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ରେଷ୍ଟୁରାଣ୍ଟର କ୍ରେଜ […]

d

d

Hemant Lenka
  • Published: Saturday, 12 October 2019
  • Updated: 12 October 2019, 06:03 PM IST

ନୋଏଡ଼ା: ପୂର୍ବରୁ ଆପଣ ପାଣି ଭିତରେ କିମ୍ବା ଅନ୍ୟ କୌଣସି ଉପାୟରେ ହୋଇଥିବା ରେଷ୍ଟୁରାଣ୍ଟ ବିଷୟରେ ଶୁଣିଥିବେ। ହେଲେ ଭୂପୃଷ୍ଠରୁ ୧୬୦ ଫୁଟ ଉଚ୍ଚରେ କେବେ ବସି ଖାଇବାର ମଜା ନେଇଛନ୍ତି କି? ଭାରତରେ ଏବେ ପ୍ରଥମଥର ପାଇଁ ଏଭଳି ସୁବିଧା ଲୋକଙ୍କୁ ମିଳୁଛି।

ନୋଏଡ଼ାରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ଲୋକମାନଙ୍କୁ ଭୂପୃଷ୍ଠରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ପରସା ଯାଉଛି। ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ରେଷ୍ଟୁରାଣ୍ଟର କ୍ରେଜ ବେଶ ବୃଦ୍ଧି ପାଇଛି। ନୋଏଡ଼ା ସେକ୍ଟର ୩୮-ଏ ରେ ନିର୍ମିତ ଏହି ରେଷ୍ଟୁରାଣ୍ଟଟିର ନାଁ ରହିଛି ଫ୍ଲାଏ ଡାଇନିଂ।

ରେଷ୍ଟୁରାଣ୍ଟର ମେନ୍ୟୁରେ ମକ୍‌ଟେଲ୍‌, ଷ୍ଟାଣ୍ଡାର୍ଡ, ମେନ୍‌କୋର୍ସ ଆଦି ସାମିଲ୍‌ ହୋଇଛି। ଏଠାରେ କେବଳ ଖାଦ୍ୟ ଖାଇବାକୁ ଦିଆଯାଏ ନାହିଁ ବରଂ ଖାଦ୍ୟ ସହ ଆପଣଙ୍କ ଫଟୋଗ୍ରାଫି ମଧ୍ୟ ମାଗଣାରେ କରାଯାଏ।

ଏହି ରେଷ୍ଟୁରାଣ୍ଟରେ କୌଣସି ନିଶାଦ୍ରବ୍ୟ ସେବନକୁ ଅନୁମତି ଦିଆଯାଇ ନାହିଁ। ସେହିପରି ନିଶା ସେବନ କରିଥିବା ଲୋକଙ୍କୁ ମଧ୍ୟ ଏଠାକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ଏହି ରେଷ୍ଟୁରାଣ୍ଟଟି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଖୋଲିଥାଏ। ସେହିପରି ୪ଟି ପର୍ଯ୍ୟାୟରେ ହିଁ ଲୋକଙ୍କୁ ସେବା ଯୋଗାଇ ଥାଏ।

ଏହି ସମୟ ହେଲା- ସନ୍ଧ୍ୟା ୬ଟା, ରାତି ୭.୨୦, ରାତି ୮.୪୦ ଓ ରାତି ୧୦ଟା। ପ୍ରତି ମିଲ୍‌ର ସମୟ ୪୦ ମିନିଟ୍‌ ଯାଏ ଏବଂ ପ୍ରତିଥର ୨୪ ଜଣ ଲୋକ ଏକସଙ୍ଗେ ଖାଦ୍ୟ ଖାଇପାରିବେ। ଆଉ ଏହାର ମୂଲ୍ୟ ରହିଛି ୨୪୯୯ଟଙ୍କା। ଏହି ରେଷ୍ଟୁରାଣ୍ଟରେ ୧୨ ବର୍ଷରୁ ୮୫ ବର୍ଷ ବୟସର ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଉଛି। flydining.com ନାମରେ ଏହାର ଟିକେଟ୍‌ ଅନ୍‌ ଲାଇନ୍‌ ବୁକ୍‌ କରିପାରିବେ।

ନିଖିଲ କୁମାର ନାମକ ଜଣେ ବ୍ୟକ୍ତି ଏହି ଅଭିନବ ରେଷ୍ଟୁରାଣ୍ଟ ପଛରେ ରହିଛନ୍ତି। ସେ ଦୁବାଇ ଗସ୍ତ କରିଥିଲେ। ସେଠାରେ ଏଭଳି ଫ୍ଲାଇଂ ରେଷ୍ଟୁରାଣ୍ଟ ସମ୍ପର୍କରେ ଅଭିଜ୍ଞତା ହାସଲ କରିଥିଲେ। ଏବେ ଭାରତ ଫେରି ନୋଏଡ଼ାରେ ଏହି ରେଷ୍ଟୁରାଣ୍ଟର ପରିକଳ୍ପନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story