ପାୟଲ ଘୋଷଙ୍କ ବିରୋଧରେ ୧.୧ କୋଟିର ମାନହାନି ମାମଲା କଲେ ରିଚା ଚଡ୍ଡା

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ପାୟଲ ଘୋଷଙ୍କ ବିରୋଧରେ ଅଭିନେତ୍ରୀ ରିଚା ଚଡ୍ଡା ମାନହାନି ମାମଲା ରୁଜୁ କରିଛନ୍ତି। ପାୟଲ ଘୋଷ ଗଣମାଧ୍ୟମରେ ରିଚାଙ୍କ ବିରୋଧରେ ଦେଇଥିବା ବୟାନ ଯୋଗୁ ତାଙ୍କ ସମ୍ମାନହାନୀ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ପାୟଲଙ୍କ ବିରୋଧରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାଖଲ କରିଛନ୍ତି। ପାୟଲ ଘୋଷ ଗୋଟିଏ ତେଲଗୁ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ରିଚାଙ୍କ […]

h

h

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 05:02 PM IST

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ପାୟଲ ଘୋଷଙ୍କ ବିରୋଧରେ ଅଭିନେତ୍ରୀ ରିଚା ଚଡ୍ଡା ମାନହାନି ମାମଲା ରୁଜୁ କରିଛନ୍ତି। ପାୟଲ ଘୋଷ ଗଣମାଧ୍ୟମରେ ରିଚାଙ୍କ ବିରୋଧରେ ଦେଇଥିବା ବୟାନ ଯୋଗୁ ତାଙ୍କ ସମ୍ମାନହାନୀ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ପାୟଲଙ୍କ ବିରୋଧରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାଖଲ କରିଛନ୍ତି।

ପାୟଲ ଘୋଷ ଗୋଟିଏ ତେଲଗୁ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ରିଚାଙ୍କ ନାଁରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ବମ୍ବେ ହାଇକୋର୍ଟ ରିଚାଙ୍କ ଆବେଦନକୁ ଗ୍ରହଣ କରି ପାୟଲ ଘୋଷ ଓ ଅନ୍ୟ ଦୁଇ ଜଣଙ୍କୁ ନୋଟିସ କରିଛନ୍ତି। ନିକଟରେ ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଏପରି କି ଅନୁରାଗ ତାଙ୍କୁ ଘରକୁ ଡାକି ମଦ୍ୟପାନ କରି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।

ପାୟଲ ଘୋଷ ଟିଭି ଚ୍ୟାନେଲକୁ କହିଥିଲେ ଯେ ଯେତେବେଳେ ସେ ଅନୁରାଗଙ୍କ କାର୍ଯ୍ୟକଳାପକୁ ବିରୋଧ କରିଥିଲେ ସେତେବେଳେ ଅନୁରାଗ ତାଙ୍କୁ କହିଥିଲେ ଯେ ମାହି ଗିଲ, ରିଚା ଚଡ୍ଡା ଓ ହୁମା କୁରେଶିଙ୍କ ପରି ଅନେକ ଅଭିନେତ୍ରୀ ତାଙ୍କ ସହ ବେଶ ଆରମରେ ସବୁ କିଛି କରିଛନ୍ତି। ସେମାନେ ବି ମୋ ସହ ବୁଝାମଣା କରିଛନ୍ତି।

ପାୟଲଙ୍କ ଏଭଳି ବୟାନକୁ ନେଇ ରିଚା ବହୁତ ବିରକ୍ତ ପ୍ରକାଶ କରିଛନ୍ତି। ରିଚା ତାଙ୍କ ଆଇନଗତ ନୋଟିସରେ ଲେଖିଥିଲେ, “ମୁଁ ଜଣେ ମହିଳା ଓ ମୁଁ ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ ଚାହୁଛି। କିନ୍ତୁ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ବିଷୟରେ ନ ଜାଣି ତାଙ୍କ ବିଷୟରେ ମିଥ୍ୟା ଓ ଭିତ୍ତିହୀନ ବୟାନ ଦେବା ଆଦୌ ଠିକ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story