ସପା-ବିଏସ୍‌ପି ମେଣ୍ଟ ଆରଏଲ୍‌ଡିକୁ ଦେଲେ ୩ଟି ଆସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମେଣ୍ଟ କରିଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଆଜି ଆର୍‌ଏଲ୍‌ଡି ସାମିଲ ହୋଇଛି। ଆର୍‌ଏଲ୍‌ଡି ମେଣ୍ଟରେ ସାମିଲ ହେବା ପରେ ମେଣ୍ଟ ପକ୍ଷରୁ ଉକ୍ତ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ସେହିପରି ଆଜି ଏସମ୍ପର୍କରେ ଘୋଷଣା କରିବା ପରେ ଉତ୍ତର ପ୍ରଦେଶ ମହାମେଣ୍ଟରେ କଂଗ୍ରେସ ମଧ୍ୟ ରହିଥିବା ଅଖିଲେଶ ଯାଦବ କହିଛନ୍ତି। ଆଜି ଅଖିଲେଶ ଯାଦବ ଆରଏଲ୍‌ଡି ନେତା ଜୟନ୍ତ […]

sde

sde

Hemant Lenka
  • Published: Tuesday, 05 March 2019
  • Updated: 05 March 2019, 05:35 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମେଣ୍ଟ କରିଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଆଜି ଆର୍‌ଏଲ୍‌ଡି ସାମିଲ ହୋଇଛି।

ଆର୍‌ଏଲ୍‌ଡି ମେଣ୍ଟରେ ସାମିଲ ହେବା ପରେ ମେଣ୍ଟ ପକ୍ଷରୁ ଉକ୍ତ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ସେହିପରି ଆଜି ଏସମ୍ପର୍କରେ ଘୋଷଣା କରିବା ପରେ ଉତ୍ତର ପ୍ରଦେଶ ମହାମେଣ୍ଟରେ କଂଗ୍ରେସ ମଧ୍ୟ ରହିଥିବା ଅଖିଲେଶ ଯାଦବ କହିଛନ୍ତି।

ଆଜି ଅଖିଲେଶ ଯାଦବ ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଆରଏଲ୍‌ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ।

ତେବେ ଆମ ମହାମେଣ୍ଟରେ କଂଗ୍ରେସ ମଧ୍ୟ ଏକ ଅଂଶ ହୋଇ ରହିଛି। ଆମେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଛୁ। ମହାମେଣ୍ଟର ଦଳମାନେ ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ଲଢ଼େଇ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story