ଦେବାଳିଆ ସ୍ଥିତିରେ ୟେସ ବ୍ୟାଙ୍କ, ସରକାର ଲୋକଙ୍କୁ ଦେଲେ ଆଶ୍ୱସନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ଦେଶର ଅନ୍ୟତମ ପ୍ରମୁଖ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କ ଏବେ ଦେବାଳିଆ ସ୍ଥିତିକୁ ଚାଲି ଆସିଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟର୍ସମାନଙ୍କ କ୍ଷମତା ସଙ୍କୁଚିତ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ହାତକୁ କ୍ଷମତା ନେଇଛି। ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟର୍ସକୁ ୩୦ ଦିନ ପାଇଁ ନିଲମ୍ବନ କରି ତା’ବଦଳରେ ଏସବିଆଇର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ଆଡମିନଷ୍ଟ୍ରେଟର […]

yes

yes

Hemant Lenka
  • Published: Friday, 06 March 2020
  • Updated: 06 March 2020, 08:33 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ଦେଶର ଅନ୍ୟତମ ପ୍ରମୁଖ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କ ଏବେ ଦେବାଳିଆ ସ୍ଥିତିକୁ ଚାଲି ଆସିଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟର୍ସମାନଙ୍କ କ୍ଷମତା ସଙ୍କୁଚିତ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ହାତକୁ କ୍ଷମତା ନେଇଛି।

ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟର୍ସକୁ ୩୦ ଦିନ ପାଇଁ ନିଲମ୍ବନ କରି ତା’ବଦଳରେ ଏସବିଆଇର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ଆଡମିନଷ୍ଟ୍ରେଟର ଭାବେ ନିଯୁକ୍ତ ମିଳିଛି। ଏଥିସହ ଜମାକାରୀଙ୍କ ପାଇଁ ଟଙ୍କା ଉଠାଣ କ୍ଷେତ୍ରରେ ବି କଟକଣା ଲାଗୁ ହୋଇଛି। ମାର୍ଚ୍ଚ ୫ରୁ ଏହି ପ୍ରତିବନ୍ଧକ ଆରମ୍ଭ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୩ ଯାଏ ଜମାକାରୀ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେନି।

ତେବେ ମେଡିକାଲ୍ ଓ ବିବାହ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇ ପାରିବ। ହେଲେ ଏଥିପାଇଁ କେତେକ ଗାଇଡ ଲାଇନ ଜାରି ହୋଇଛି। ଅନ୍ୟପକ୍ଷରେ ଟଙ୍କା ଉଠାଣ ଉପରେ କଟକଣା ଲାଗୁ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଜମା ରାଶି ବୁଡ଼ିଯିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୟେସ ବ୍ୟାଙ୍କ ଏଟିଏମ ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଲୋକେ ଆତଙ୍କିତ ନ ହେବାକୁ ଉଭୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଶ୍ୱସନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମାସେ ଭିତରେ ଏହି ସ୍ଥିତିରେ ସୁଧାର ଆସିବ। ୨୦୧୭ରୁ ୟେସ ବ୍ୟାଙ୍କ ଉପରେ ଆରବିଆଇ ନଜର ରଖିଛି। ପୂର୍ବରୁ ଋଣ ଦେବା ପ୍ରକ୍ରିୟାରେ ଥିବା ତ୍ରୁଟିରୁ ୟେସ ବ୍ୟାଙ୍କର ବ୍ୟାପକ କ୍ଷତି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଆରବିଆଇ ମ୍ୟାନେଜମେଣ୍ଟକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଉପରେ ନିଷ୍ପତ୍ତି ନିଆଯାଇଥିଲା। ୨୦୧୮ରେ ସେପ୍ଟେମ୍ବର ମାସରେ ହିଁ ନୂଆ ସିଇଓ ନିଯୁକ୍ତ ହୋଇଥିଲେ। ସେବେଠାରୁ ବ୍ୟାଙ୍କକୁ ଠିକ୍‌ କରିବା ପାଇଁ ପ୍ରୟାସ କରାଯାଉଛି। ଋଣ ଦେବାରେ କେଉଁ ଭଳି ଅନିୟମିତତା ହୋଇଥିଲା, ତାହା ତଦନ୍ତକାରୀ ସଂସ୍ଥା ମଧ୍ୟ ଜାଣିବାକୁ ପାଇଥିଲେ।

ଏବେ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି। ମାସକରେ ୫୦ ହଜାର ଟଙ୍କା ଉଠାଣ କଟକଣା ଏକ ସାମୟିକ ନିଷ୍ପତ୍ତି। ଲୋକେ ଆତଙ୍କିତ ହେବାର କାରଣ ନାହିଁ। ସରକାର ଏବଂ ଆରବିଆଇ ୟେସ ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଚା କରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ବ୍ୟାଙ୍କର ଏଭଳି ଅବସ୍ଥା ଦେଖି ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। କାରଣ ବର୍ଷକ ଯାଏ କୌଣସି କର୍ମଚାରୀଙ୍କ ଦରମା ବନ୍ଦ ହେବନାହିଁ।

ଏହାପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ୩୦ ଦିନ ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି। ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ଆରବିଆଇ ସମସ୍ତ ପ୍ରକାର ପଦକ୍ଷେପ ନେଉଛି। ଏବେ ୟେସ୍ ବ୍ୟାଙ୍କ ବୋର୍ଡକୁ ଆରବିଆଇ ନିଜ ଅଧୀନକୁ ନେଇଛି।

ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖି ଏସବିଆଇ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁଥିରେ ଏସବିଆଇ ଏବଂ ଏଲଆଇସି ୟେସ ବ୍ୟାଙ୍କରେ ୪୯ ପ୍ରତିଶତ ଅଂଶଧନ କିଣିବେ।

ଅଧିକ ପରିମାଣରେ ଋଣ ଦେଉଥିବାରୁ ଏହି ଘରୋଇ ବ୍ୟାଙ୍କ ପ୍ରତି ସମସ୍ତେ ଆକୃଷ୍ଟ ହୋଇଥାନ୍ତି। ୟେସ୍ ବ୍ୟାଙ୍କ୍ ଗ୍ରାହକଙ୍କ ତାଲିକାରେ ସାଧାରଣ ଗ୍ରାହକଙ୍କ ଅପେକ୍ଷା କର୍ପୋରେଟ୍ ଗ୍ରାହକ ଅଧିକ ଥିଲେ। ତେବେ ୟେସ୍ ବ୍ୟାଙ୍କ୍ ଯେଉଁମାନଙ୍କୁ ଋଣ ଦେଇଥିଲା ସେମାନେ ଏବେ ଦେବାଳିଆ ସ୍ଥିତିରେ ଅଛନ୍ତି। ତେଣୁ ଋଣ ଫେରସ୍ତ ନହେବାରୁ ବ୍ୟାଙ୍କ ମଧ୍ୟ ବୁଡ଼ିବା ସ୍ଥିତିକୁ ଚାଲି ଆସିଛି।

ୟେସ୍ ବ୍ୟାଙ୍କ ଉପରେ ୨୪ ହଜାର ନିୟୁତ ଡଲାରର ଋଣ ଅଛି। ହେଲେ ବ୍ୟାଙ୍କ ପାଖରେ ମାତ୍ର ୪୦ ବିଲିୟନ ଡଲାର (୨.୮୫ ଲକ୍ଷ କୋଟି ଟଙ୍କା)ର ବାଲାନ୍ସ ରହିଛି। ସରକାର ଏବେ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ ଚାହୁଁଛନ୍ତି। ତେଣୁ ବାଲାନ୍ସ ସିଟ୍ ବଢ଼ାଇବାକୁ ହେବ। ଏଥିପାଇଁ ବ୍ୟାଙ୍କ ଘରୋଇ ଋଣଦାତା ଏଚଡିଏଫସି, ଆକ୍ସିସ ବ୍ୟାଙ୍କ ଏବଂ ଏଲଆଇସି ସହିତ ଆଲୋଚନା କରୁଛି। କିନ୍ତୁ ଏହି ସବୁ ଘରୋଇ କମ୍ପାନୀମାନେ ଏଥିରେ ରାଜି ହେଉ ନାହାନ୍ତି। ଅଗଷ୍ଟ ୨୦୧୮ରେ ବ୍ୟାଙ୍କର ଶେୟାର ମୂଲ୍ୟ ୪୦୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ନଗଦ ଅଭାବ ହେତୁ ପ୍ରାୟ ୩୭ ଟଙ୍କା ରହିଛି। ବ୍ୟାଙ୍କର ବଜାର କ୍ୟାପ୍ ୮,୮୮୮.୪୦ କୋଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story