ସମାଜବାଦୀ ପାର୍ଟିର ବରିଷ୍ଠ ନେତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ଆଣିଲେ ଦଳୀୟ ବିଧାୟକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ବିଧାୟକ ଆବିଦ ରଜା ଆଜି ବଦାନ୍ୟୁରୁ ଜଣେ ଦଳୀୟ ନେତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ଆଣିଛନ୍ତି।  ସେ କହିଛନ୍ତି, “ମୁଁ ଯାହା ନାଁରେ ଅଭିଯୋଗ ଆଣିଛି ସେ ଦଳର ଜଣେ ବରିଷ୍ଠ ନେତା। ଏହି ନେତାଙ୍କୁ ନେଇ ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ହତ୍ୟା କରାଯାଇପାରେ।  ଏବେ ନୁହେଁ ବିଧାନସଭାରେ ମୁଁ  ଏହି ନେତାଙ୍କ ନାମ  ପ୍ରକାଶ କରିବି।” ବହୁଜନ ସମାଜ ପାର୍ଟି ସୁପ୍ରିମୋ ମୁଲାୟନ ସିଂହ ଯାଦବଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କ ବିରୋଧରେ ରଜା ଏହି ଅଭିଯୋଗ […]

abid-

abid-

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 05:43 PM IST

Sports

Latest News

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ବିଧାୟକ ଆବିଦ ରଜା ଆଜି ବଦାନ୍ୟୁରୁ ଜଣେ ଦଳୀୟ ନେତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ଆଣିଛନ୍ତି। 

ସେ କହିଛନ୍ତି, “ମୁଁ ଯାହା ନାଁରେ ଅଭିଯୋଗ ଆଣିଛି ସେ ଦଳର ଜଣେ ବରିଷ୍ଠ ନେତା। ଏହି ନେତାଙ୍କୁ ନେଇ ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ହତ୍ୟା କରାଯାଇପାରେ।  ଏବେ ନୁହେଁ ବିଧାନସଭାରେ ମୁଁ  ଏହି ନେତାଙ୍କ ନାମ  ପ୍ରକାଶ କରିବି।”

ବହୁଜନ ସମାଜ ପାର୍ଟି ସୁପ୍ରିମୋ ମୁଲାୟନ ସିଂହ ଯାଦବଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କ ବିରୋଧରେ ରଜା ଏହି ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ର ବଦାନ୍ୟୁର ସାଂସଦ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story