ସାମୁଦ୍ରିକ ଝଡ଼ ନୋକଟେନ୍‌ ପ୍ରଭାବରେ ଚୀନ ସମୁଦ୍ରରେ ୫ରୁ ୭ ମିଟର ଢେଉ ଆଶଙ୍କା

ବେଜିଂ: ଚୀନ ଆଡ଼କୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ନୋକଟେନ୍‌। ଚୀନର ରାଷ୍ଟ୍ରୀୟ ସମୁଦ୍ରିକ ପର୍ଯ୍ୟାବରଣୀୟ ପୂର୍ବାନୁମାନ କେନ୍ଦ୍ର ସମୁଦ୍ରରେ ଉଠିବାକୁ ଥିବା ଉଚ୍ଚା ଲହଡ଼ିକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି। ଏହାର ପ୍ରକୋପ ପୂର୍ବ ଚୀନ ସାଗର, ଦିୟାଓ ଦ୍ୱୀପ, ତାଇୱାନ୍‌ ଷ୍ଟ୍ରେଟ୍‌, ଦକ୍ଷିଣ ଚୀନ୍‌ର ଉତ୍ତରାଞ୍ଚଳ ଓ ବାଶୀ ଷ୍ଟ୍ରେଟ୍‌ରେ ୩.୫ରୁ ୫ ମିଟର ପର୍ଯ୍ୟନ୍ତ ଲହଡ଼ି ଉଠିବାର ସମ୍ଭାବନା ରହିଛି। ପୂର୍ବାନୁମାନ କେନ୍ଦ୍ର ଅନୁସାରେ ଦକ୍ଷିଣ ପୂର୍ବ ଚୀନ୍‌ ସାଗରର […]

waves

waves

Rakesh Mallick
  • Published: Tuesday, 27 December 2016
  • Updated: 04 May 2017, 03:44 PM IST

Sports

Latest News

ବେଜିଂ: ଚୀନ ଆଡ଼କୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ନୋକଟେନ୍‌। ଚୀନର ରାଷ୍ଟ୍ରୀୟ ସମୁଦ୍ରିକ ପର୍ଯ୍ୟାବରଣୀୟ ପୂର୍ବାନୁମାନ କେନ୍ଦ୍ର ସମୁଦ୍ରରେ ଉଠିବାକୁ ଥିବା ଉଚ୍ଚା ଲହଡ଼ିକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି। ଏହାର ପ୍ରକୋପ ପୂର୍ବ ଚୀନ ସାଗର, ଦିୟାଓ ଦ୍ୱୀପ, ତାଇୱାନ୍‌ ଷ୍ଟ୍ରେଟ୍‌, ଦକ୍ଷିଣ ଚୀନ୍‌ର ଉତ୍ତରାଞ୍ଚଳ ଓ ବାଶୀ ଷ୍ଟ୍ରେଟ୍‌ରେ ୩.୫ରୁ ୫ ମିଟର ପର୍ଯ୍ୟନ୍ତ ଲହଡ଼ି ଉଠିବାର ସମ୍ଭାବନା ରହିଛି।

ପୂର୍ବାନୁମାନ କେନ୍ଦ୍ର ଅନୁସାରେ ଦକ୍ଷିଣ ପୂର୍ବ ଚୀନ୍‌ ସାଗରର ମଧ୍ୟ ଓ ପୂର୍ବ କ୍ଷେତ୍ରରେ ୫ରୁ ୭ ମିଟର ଉଚ୍ଚାର ଲହଡି ଉଠିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ନୋକଟେନ୍‌ ପ୍ରଭାବରେ ଫିଲିପାଇନ୍ସରେ ସୋମବାର ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story