ଭାରତରେ ମିଳିଲା ସମୁଦ୍ର ଡାଇନୋସରର ଜୀବାଶ୍ମ: ଯେତିକି ଆଶ୍ଚର୍ଯ୍ୟ, ସେତିକି ରହସ୍ୟ

ନୂଆଦିଲ୍ଲୀ: Ichthyosaur  ଏମିତି ଏକ ଡାଇନୋସର ଯିଏ ପାଣିରେ ପହଁରି ପାରୁଥିଲା। ଏହି ପ୍ରଜାତିର ଡାଇନୋସର କେବଳ ଅଲାକ୍ସାର ସମୁଦ୍ରରେ ପହଁରୁ ଥିଲେ। ହେଲେ ଭାରତରେ ଏପରି ଡାଇନୋସରର ଜୀବାଶ୍ମ ମିଳିଛି, ଯାହା ବୈଜ୍ଞାନିକଙ୍କୁ ଯେତିକି ଉତ୍ସାହିତ କରିଛି, ତାଗ୍ଦଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି। କାରଣ ଏପର୍ଯ୍ୟନ୍ତ ଏହି ପ୍ରଜାତିର ଯେତେ ଜୀବାଶ୍ମ ଠାବ କରାଯାଇଛି ତାହା କେବଳ ଉତ୍ତର ମହାଦ୍ୱୀପରୁ ହିଁ ମିଳିଛି। ଭାରତରେ ଏହାର ଜୀବାଶ୍ମ ମିଳିବାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। […]

dinosaurs

dinosaurs

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 11:05 AM IST

Sports

Latest News

ନୂଆଦିଲ୍ଲୀ: Ichthyosaur  ଏମିତି ଏକ ଡାଇନୋସର ଯିଏ ପାଣିରେ ପହଁରି ପାରୁଥିଲା। ଏହି ପ୍ରଜାତିର ଡାଇନୋସର କେବଳ ଅଲାକ୍ସାର ସମୁଦ୍ରରେ ପହଁରୁ ଥିଲେ। ହେଲେ ଭାରତରେ ଏପରି ଡାଇନୋସରର ଜୀବାଶ୍ମ ମିଳିଛି, ଯାହା ବୈଜ୍ଞାନିକଙ୍କୁ ଯେତିକି ଉତ୍ସାହିତ କରିଛି, ତାଗ୍ଦଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି। କାରଣ ଏପର୍ଯ୍ୟନ୍ତ ଏହି ପ୍ରଜାତିର ଯେତେ ଜୀବାଶ୍ମ ଠାବ କରାଯାଇଛି ତାହା କେବଳ ଉତ୍ତର ମହାଦ୍ୱୀପରୁ ହିଁ ମିଳିଛି। ଭାରତରେ ଏହାର ଜୀବାଶ୍ମ ମିଳିବାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ଉତ୍ତର ମହାଦ୍ୱୀପରୁ ଦକ୍ଷିଣ ସମୁଦ୍ର କ୍ଷେତ୍ରକୁ ଏହା କିପରି ଆସିଲା ତାହା ଏବେ ବୈଜ୍ଞାନିକଙ୍କ ପାଇଁ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କାରଣ ଆଜି ପର୍ଯ୍ୟନ୍ତ ଅନୁମାନ କରାଯାଉଥିଲା ଏମାନଙ୍କ ବାସସ୍ଥାନ ଉତ୍ତର ମହାଦ୍ୱୀପ ଅଞ୍ଚଳରେ ହିଁ ସୀମିତ ଥିଲା।
ଗୁଜରାଟର ଲୋଦୀ ପ୍ରାନ୍ତର ଏକ ଗାଁରୁ ଏହି ଜୀବାଶ୍ମ ମିଳିଛି। ଏହା ୧୫୨ରୁ ୧୫୭ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି। ଯେଉଁଠୁ ଏହା ମିଳିଛି, ତାହା ପୂର୍ବରୁ ଜଳଭାଗ ଥିଲା ବୋଲି କୁହାଯାଉଛି।

ହ୍ୱେଲ ବି ଡରୁଥିଲା

Ichthyosaur ର କଙ୍କାଳ ଦେଖିବାକୁ ସମୁଦ୍ର ସରିସ୍ରୁପ ଭଳି। କୁହାଯାଏ ଏହା ସେତେବେଳେ ସବୁଠାରୁ ବଡ଼ ଓ ଭୟଙ୍କର ସମୁଦ୍ର ଜୀବ ଥିଲା। ହ୍ୱେଲ, ଡଲଫିନ୍‌ପରି ସାମୁଦ୍ରିକ ଜୀବଙ୍କ ପାଇଁ Ichthyosaur ଆତଙ୍କ ଥିଲା ।
ଜୀବାଶ୍ମରୁ ଜଣାପଡୁଛି ଏହାର ବଡ଼ ବଡ଼ ଆଖି, ଦୃଢ ଚମଡା ଓ ବଡ଼ ବଡ଼ ଦାନ୍ତ ଥିଲା। ଏହାର ସାହାଯ୍ୟରେ ସମୁଦ୍ରର ଅନ୍ୟ ବଡ଼ ଜୀବଙ୍କୁ ଏହି ଡାଇନୋସର ନିଜ ଶିକାର ବନାଉଥିଲା।
ଏଡିନବର୍ଗ ବିଶ୍ୱବିଦ୍ୟାଳୟର ପେଲିୟୋଟୋଲିଜିଷ୍ଟ ଟି.ବ୍ରୁସୋଟ କହିଛନ୍ତି, “ଏହା ଏକ ଚମତ୍କାର। ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ Ichthyosaur  ର ଜୀବାଶ୍ମ ମିଳିଛି ଭାରତରୁ ମିଳିଥିବା ଜୀବାଶ୍ମ ସବୁଠାରୁ ବଡ଼। ଏହା ଅଧ୍ୟୟନରେ ବହୁତ ସାହାଯ୍ୟ କରିବ। Ichthyosaur ଡାଇନୋସରଙ୍କୁ କେବଳ ଉତ୍ତର ମହାଦ୍ୱୀପ ସହ ଜୋଡା ଯାଉଥିଲା। ଦକ୍ଷିଣାଞ୍ଚଳରେ ଏହା ମିଳିବା ଦୁର୍ଲଭ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story