ପାକିସ୍ତାନର ବୈଦେଶିକ ମନ୍ତ୍ରୀ କରୋନାରେ ସଂକ୍ରମିତ

ଇସଲାମାବାଦ: ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି। ଏନେଇ କୁରେସି ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ମଧ୍ୟାହ୍ନରେ ମୋ ଶରୀରର ତାପମାତ୍ରା ସାମାନ୍ୟ ବଢ଼ିଥିଲା। ଏହାପରେ ମୁଁ ନିଜକୁ ଆଇସୋଲେସନ କରି ନେଇଥିଲି। ଶେଷରେ ମୋର କରୋନା ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଆହ୍ଲାଙ୍କ ପାଇଁ ମୁଁ ଦୁର୍ବଳ ହୋଇନାହିଁ। ମୁଁ ଶକ୍ତ ଓ ସବଳ ରହିଛି। ମୁଁ ଘରେ ରହିବି। […]

dr

dr

Hemant Lenka
  • Published: Friday, 03 July 2020
  • Updated: 03 July 2020, 07:25 PM IST

Sports

Latest News

ଇସଲାମାବାଦ: ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି। ଏନେଇ କୁରେସି ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ମଧ୍ୟାହ୍ନରେ ମୋ ଶରୀରର ତାପମାତ୍ରା ସାମାନ୍ୟ ବଢ଼ିଥିଲା। ଏହାପରେ ମୁଁ ନିଜକୁ ଆଇସୋଲେସନ କରି ନେଇଥିଲି।

ଶେଷରେ ମୋର କରୋନା ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଆହ୍ଲାଙ୍କ ପାଇଁ ମୁଁ ଦୁର୍ବଳ ହୋଇନାହିଁ। ମୁଁ ଶକ୍ତ ଓ ସବଳ ରହିଛି। ମୁଁ ଘରେ ରହିବି। କିନ୍ତୁ ପୂର୍ବଭଳି ଘରୁ ରହି ସମସ୍ତ ସରକାରୀ କାମ କରିବି। ମୋ ପାଇଁ ଆପଣମାନଙ୍କ ପ୍ରାର୍ଥନା ଜରୁରୀ ବୋଲି ସେ ଟ୍ୱିଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story