ଗ୍ୟାରେଜକୁ ଗାଡ଼ି ଆଣିବାକୁ ଯାଇ ଚାଲିଗଲା ବିଧାୟିକାଙ୍କ ପୁଅର ଜୀବନ

ପାଟନା: ଶନିବାର ବିହାରର ତ୍ରିବେଣୀଗଞ୍ଜ ବିଧାୟିକା ବୀଣା ଭାରତୀଙ୍କ ପୁଅ ବଣ୍ଟିଙ୍କ ଅକାଳ ବିୟୋଗ ଘଟିଛି। କାରରେ ବସିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଦଶ ଦିନ ତଳେ କାର ମରାମତି କରିବାକୁ ଏକ ଗ୍ୟାରେଜକୁ ଦେଇଥିଲେ। କାର ଆଣିବାକୁ ଯାଇଥିବା ବେଳେ ଗ୍ୟାରେଜ ଭିତରେ କାରରେ ବଣ୍ଟିଙ୍କର ମୃତ୍ୟୁ ହୋଇଥିଲା। କାର ଆଣିବା ପାଇଁ ବଣ୍ଟି ତାଙ୍କ ଭଣଜା ଶମ୍ଭୁ ପାଶଓ୍ୱାନ ଓ ଡ୍ରାଇଭରଙ୍କୁ ଧରି ମହିନ୍ଦ୍ରା ଶୋରୁମର ଗ୍ୟାରେଜ ଯାଇଥିଲେ। ତେବେ ଗ୍ୟାରେଜ ଭିତରେ […]

jdu-mla-son-dies

jdu-mla-son-dies

Subhransu Sekhar
  • Published: Sunday, 06 December 2020
  • Updated: 07 December 2020, 01:03 PM IST

Sports

Latest News

ପାଟନା: ଶନିବାର ବିହାରର ତ୍ରିବେଣୀଗଞ୍ଜ ବିଧାୟିକା ବୀଣା ଭାରତୀଙ୍କ ପୁଅ ବଣ୍ଟିଙ୍କ ଅକାଳ ବିୟୋଗ ଘଟିଛି। କାରରେ ବସିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଦଶ ଦିନ ତଳେ କାର ମରାମତି କରିବାକୁ ଏକ ଗ୍ୟାରେଜକୁ ଦେଇଥିଲେ। କାର ଆଣିବାକୁ ଯାଇଥିବା ବେଳେ ଗ୍ୟାରେଜ ଭିତରେ କାରରେ ବଣ୍ଟିଙ୍କର ମୃତ୍ୟୁ ହୋଇଥିଲା।

କାର ଆଣିବା ପାଇଁ ବଣ୍ଟି ତାଙ୍କ ଭଣଜା ଶମ୍ଭୁ ପାଶଓ୍ୱାନ ଓ ଡ୍ରାଇଭରଙ୍କୁ ଧରି ମହିନ୍ଦ୍ରା ଶୋରୁମର ଗ୍ୟାରେଜ ଯାଇଥିଲେ। ତେବେ ଗ୍ୟାରେଜ ଭିତରେ ବଣ୍ଟି ହଠାତ୍ ବେହୋଶ ହୋଇଯାଇଥିଲେ। ପରେ ତାଙ୍କ ଡ୍ରାଇଭର ଓ ଭଣଜା ତାଙ୍କୁ କାର ଭିତରେ ବସାଇ ମୁହଁରେ ପାଣି ମାରିଥିଲେ। ହେଲେ ସେ ଆଉ ଶୁଣି ନଥିଲେ କି ଉଠି ନଥିଲେ। ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ବଣ୍ଟିଙ୍କୁ ମୃତ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ : ମଦ ପିଇ ରାସ୍ତାରେ ପୁଲିସ୍‌କୁ ଦୁର୍ବ୍ୟବହାର କଲେ କଂଗ୍ରେସ ଏମଏଲସିଙ୍କ ପୁଅ

ବଣ୍ଟିଙ୍କର ତିନି ଭାଇ ଭଉଣୀ ରହିଛନ୍ତି। ସେ ବଡ଼ ଥିଲେ। ତାଙ୍କ ବାପା ବିଶ୍ୱ ମୋହନ ଭାରତୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି। ତାଙ୍କ ମାଆ ବୀଣା ଭାରତୀ ତ୍ରିବେଣୀଗଞ୍ଜ ଆସନରୁ ଦ୍ୱିତୀୟ ଥର ଜେଡିୟୁରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story