ଦକ୍ଷିଣ କୋରିଆ ଓ ଜାପାନ ସହିତ ତ୍ରିପାକ୍ଷିକ ଆଲୋଚନା କରିବ ଆମେରିକା

ୱାଂଶିଟନ‌୍: ପରମାଣୁ ସୁରକ୍ଷା ସମ୍ମେଳନ ବାହାରେ ମାର୍ଚ୍ଚ ୩୧ ତାରିଖରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଦକ୍ଷିଣ କୋରିଆ ଓ ଜାପାନର ସର୍ବୋଚ୍ଚ ନେତାମାନଙ୍କୁ ଭେଟି ଉତ୍ତର କୋରିଆ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ସଂପର୍କରେ ଆଲୋଚନା କରିବେ। ଗତକାଲି ଉତ୍ତର କୋରିଆ ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି। ଏହା ପୂର୍ବରୁ ଦକ୍ଷିଣ କୋରିଆକୁ ମଧ୍ୟ ସମାନ ଧମକ ଦେଇ ସାରିଛି ଉତ୍ତର କୋରିଆ। ହ୍ୱାଇଟ‌୍ ହାଉସ‌୍ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ […]

obama

obama

Rakesh Mallick
  • Published: Tuesday, 29 March 2016
  • Updated: 04 May 2017, 03:44 PM IST

Sports

Latest News

ୱାଂଶିଟନ‌୍: ପରମାଣୁ ସୁରକ୍ଷା ସମ୍ମେଳନ ବାହାରେ ମାର୍ଚ୍ଚ ୩୧ ତାରିଖରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଦକ୍ଷିଣ କୋରିଆ ଓ ଜାପାନର ସର୍ବୋଚ୍ଚ ନେତାମାନଙ୍କୁ ଭେଟି ଉତ୍ତର କୋରିଆ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ସଂପର୍କରେ ଆଲୋଚନା କରିବେ। ଗତକାଲି ଉତ୍ତର କୋରିଆ ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି। ଏହା ପୂର୍ବରୁ ଦକ୍ଷିଣ କୋରିଆକୁ ମଧ୍ୟ ସମାନ ଧମକ ଦେଇ ସାରିଛି ଉତ୍ତର କୋରିଆ।

ହ୍ୱାଇଟ‌୍ ହାଉସ‌୍ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୩୧ରେ ରାଷ୍ଟ୍ରପତି ବାରାକ ଓବାମା ଦକ୍ଷିଣ କୋରିଆର ରାଷ୍ଟ୍ରପତି ପାର୍କ ଗିଉନ‌୍-ହାଇ ଓ ଜାପାନ ପ୍ରଧାନମନ୍ତ୍ରୀ ସିଣ୍ଢୋ ଆବେଙ୍କ ସହିତ ଏକ ତ୍ରିପାକ୍ଷିକ ବୈଠକ କରିବେ। ଉତ୍ତର କୋରିଆଠାରୁ ଦେଖାଯାଇଥିବା ବିପଦ ସଂପର୍କରେ ଏଥିରେ ଆଲୋଚନା ହେବ।

ଓବାମା ଚୀନ‌୍ ରାଷ୍ଟ୍ରପତି ଜି ଜିଙ୍ଗ‌ପିଙ୍ଗ‌ଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରମାଣୁ ସୁରକ୍ଷା ସମ୍ମେଳନ ବାହାରେ ହେବ ଏହି ସାକ୍ଷାତ ଆଲୋଚନା।

ମାର୍ଚ୍ଚ ୩୧ ଓ ଏପ୍ରିଲ‌୍ ୧ ତାରିଖରେ ୱାଶିଂଟନ‌୍ ହେବାକୁ ଥିବା ଦୁଇ ଦିନିଆ ପରମାଣୁ ସୁରକ୍ଷା ସମ୍ମେଳନରେ ୨୪ ଦେଶର ଶାସନ ମୁଖ୍ୟମାନେ ଯୋଗ ଦେବେ। ଭାରତର ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦି ଏଥିରେ ଯୋଗ ଦେବେ। ତେବେ ଓବାମା ଓ ମୋଦିଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏଥିରେ ଯୋଗ ଦେବେ ନାହିଁ। ରବିବାର ଲାହୋରର ଏକ ପାର୍କରେ ଆତଙ୍କବାଦୀଙ୍କ ଆକ୍ରମଣରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇବା ପରେ ସେ ତାଙ୍କର ୱାଂଶିଟନ‌୍ ଗସ୍ତକୁ ବାତିଲ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story