ଓଡ଼ିଶା ଉପରୁ ଅମ୍ଫାନ ବିପଦ ଟଳିଲା

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନର କିଛି ଅଂଶ ପଶ୍ଚିମବଙ୍ଗରେ ପ୍ରବେଶ କରିଥିବା ବେଳେ ଏହା ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ହିଁ ବାତ୍ୟାର ଆଖି ଲ୍ୟାଣ୍ଡଫଲ କରିବ। ଆଉ ମାତ୍ର କିଛି ମିନିଟ୍‌ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ। ବାତ୍ୟାର ଆଖି ଯେଉଁଠି ସ୍ଥଳଭାଗ ଛୁଇଁବ, ସେଇଠାରେ ଅଧିକ ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶା ଉପକରୁ ଅମ୍ଫାନର ବିପଦ ଟଳି ଯାଇଛି। […]

cyclone1

cyclone1

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 04:46 PM IST

Sports

Latest News

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନର କିଛି ଅଂଶ ପଶ୍ଚିମବଙ୍ଗରେ ପ୍ରବେଶ କରିଥିବା ବେଳେ ଏହା ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ହିଁ ବାତ୍ୟାର ଆଖି ଲ୍ୟାଣ୍ଡଫଲ କରିବ। ଆଉ ମାତ୍ର କିଛି ମିନିଟ୍‌ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ। ବାତ୍ୟାର ଆଖି ଯେଉଁଠି ସ୍ଥଳଭାଗ ଛୁଇଁବ, ସେଇଠାରେ ଅଧିକ ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଓଡ଼ିଶା ଉପକରୁ ଅମ୍ଫାନର ବିପଦ ଟଳି ଯାଇଛି। ଆସନ୍ତକାଲି ଠାରୁ ଆଉ କୌଣସି ବର୍ଷା ଓଡ଼ିଶାରେ ହେବ ନାହିଁ ବୋଲି ଶ୍ରୀ ମହାପାତ୍ର ଆକଳନ କରିଛନ୍ତି।

ସେ କହିଛନ୍ତି, ଅମ୍ଫାନ ଏବେ ପଶ୍ଚିମବଙ୍ଗ ତଟ ସୁନ୍ଦରବନରେ ପ୍ରବେଶ କରୁଛି। ଆମେ ଯେମିତି ପୂର୍ବ ଆକଳନ କରିଥିଲୁ, ଠିକ ସେମିତି ବାତ୍ୟା ଗତି କରୁଛି। ଆକଳନ ଅନୁସାରେ ସୁନ୍ଦରବନରେ ହିଁ ଅମ୍ଫାନ ସ୍ଥଳଭାଗ ଛୁଇଁବ। ସୁନ୍ଦରବନ ପାର୍ କରି ଏହା ସଂଧ୍ୟା ସୁଦ୍ଧା କୋଲକାତା ପାଖାପାଖି ଆସିବ।

କୋଲକାତା ପାଖକୁ ଆସିଲେ ପବନ ବେଗ ସର୍ବାଧିକ ୧୩୫ ଛୁଇଁପାରେ। ବାତ୍ୟାର ଆଖି ଯେଉଁଠି ସ୍ଥଳଭାଗ ଛୁଇଁବ, ସେଠି ଦୁଇ ଦଫାରେ ପବନ ହେବ। ପ୍ରଥମେ ପୂର୍ବରୁ ପଶ୍ଚିମକୁ ପବନ ହେଉଛି, ଅଧ ଘଣ୍ଟା ପରେ ସବୁ ବଦଳିଯିବ। ଅଧ ଘଣ୍ଟା ପାଇଁ ସେହି ଅଞ୍ଚଳରେ ପବନ, ବର୍ଷା ପୂରା ବନ୍ଦ ହୋଇଯିବ। ତେବେ ଅଧ ଘଣ୍ଟା ପରେ ପଶ୍ଚିମରୁ ପୂର୍ବରୁ ପ୍ରବଳ ବେଗରେ ପବନ ହେବ। ଯେଉଁ ଅଞ୍ଚଳ ଦେଇ ବାତ୍ୟାର ଆଖି ଯିବ, ସେଠି ଭୀଷଣ କ୍ଷତି ଘଟାଇବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅନେକ କ୍ଷତି ଘଟାଇବାର ଆଶଙ୍କା ରହିଛି। ଓଡ଼ିଶାରେ ଗତକାଲି ରାତିରୁ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଥିଲା। ପାରାଦୀପରେ ସର୍ବାଧିକ ୧୦୬ କିମି ପବନ ରେକର୍ଡ କରାଯାଇ ଥିବା ବେଳେ ବାଲେଶ୍ୱରରେ ୯୧ ଓ ଚାନ୍ଦବାଲିରେ ୭୪ କିମି ବେଗରେ ପବନ ବହିଥିବା ରେକର୍ଡ ହୋଇଛି।

ଆକଳନ ହିସାବରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଜି ସନ୍ଧ୍ୟାରୁ ବାଲେଶ୍ୱର ଓ ଭଦ୍ରକରେ ପବନର ବେଗ କମିଯିବ। ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ ବେଗ ଏବେ କମି ଯାଇଛି। ସେହିପରି କାଲିଠାରୁ ଓଡ଼ିଶାରେ ଆଉ ବର୍ଷା ହେବନି। ପାଗ ଶୁଖିଲା ରହିବ। କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗରେ ବି କାଲି ବର୍ଷା ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story