ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଆଧାରକାର୍ଡକୁ ନେଇ ଥିବା ମାମଲାର ଶୁଣାଣି ନିଜେ କରିବେ

ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ଥିବା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ସାମ୍ବିଧାନିକ ବେଞ୍ଚର ଶୁଣାଣି ପୂର୍ବରୁ, ଏହି ମାମଲା ଗୁଡ଼ିକର ଶୁଣାଣି ନିଜେ କରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର। ଆଜି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ବେଞ୍ଚ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଏବଂ ଆଟୋର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଲଙ୍କ ଉପସ୍ଥିତି ଥିଲେ। ଆଲୋଚନା ବେଳେ ଏହା କହିଛନ୍ତି ମୁଖ୍ୟ ବିଚାରପତି। ଆଧାରକାର୍ଡର ବାଧ୍ୟତାମୂଳକତାକୁ ନେଇ କୋର୍ଟରେ ଅନେକ ମାମଲା ଦାଏର […]

supreme-court

supreme-court

Rakesh Mallick
  • Published: Monday, 27 November 2017
  • Updated: 27 November 2017, 03:10 PM IST

Sports

Latest News

ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ଥିବା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ସାମ୍ବିଧାନିକ ବେଞ୍ଚର ଶୁଣାଣି ପୂର୍ବରୁ, ଏହି ମାମଲା ଗୁଡ଼ିକର ଶୁଣାଣି ନିଜେ କରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର। ଆଜି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ବେଞ୍ଚ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଏବଂ ଆଟୋର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଲଙ୍କ ଉପସ୍ଥିତି ଥିଲେ। ଆଲୋଚନା ବେଳେ ଏହା କହିଛନ୍ତି ମୁଖ୍ୟ ବିଚାରପତି।

ଆଧାରକାର୍ଡର ବାଧ୍ୟତାମୂଳକତାକୁ ନେଇ କୋର୍ଟରେ ଅନେକ ମାମଲା ଦାଏର ହୋଇଛି। ସାମ୍ବିଧାନିକ ବେଞ୍ଚ ଦ୍ୱାରା ମାମଲାର ସମାଧାନ ହେବା ନେଇ ନିର୍ଦ୍ଦେଶ ଦେଇଥିଲେ ସବୋର୍ଚ୍ଚ ଅଦାଲତ। ବିଭିନ୍ନ ସରକାରୀ ହିତାଧିକାରୀ ଯୋଜନା ଏବଂ ମୋବାଇଲ ନମ୍ବର ସହ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଛି କେନ୍ଦ୍ର ସରକାର। ଯାହାର ଅବଧି ଡିସେମ୍ବର ୩୧ରେ ସରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story