ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଚେନ୍ନାଇ: ତାମିଲନାଡୁର ମୁଖ୍ୟ ସଚିବ ରାମ ମୋହନ ରାଓଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ମୁତାବକ ବ୍ୟବସାୟୀ ଶେଖର ରେଡ୍ଡିଙ୍କ ଠାରୁ ମିଳିଥିବା ସୂଚନା ପରେ ଆୟକର ବିଭାଗ ରାମ ମୋହନ ରାଓଙ୍କ ଘରେ ଏହି ଚଢ଼ାଉ କରିଛି। ମୁଖ୍ୟ ଶାସନ ସଚିବଙ୍କ ବାସ ଭବନ ସହ ଅନ୍ୟ ୭ଟି ଯାଗାରେ ମଧ୍ୟ ଆୟକର ବିଭାଗ ଏହି ଚଢ଼ାଉ କରିଥିବା ଖବର ରହିଛି। ତାଙ୍କର କିଛି ବନ୍ଧୁଙ୍କ ଘର ଉପରେ ମଧ୍ୟ ଚଢ଼ାଉ […]

raid

raid

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 02:51 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ମୁଖ୍ୟ ସଚିବ ରାମ ମୋହନ ରାଓଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ମୁତାବକ ବ୍ୟବସାୟୀ ଶେଖର ରେଡ୍ଡିଙ୍କ ଠାରୁ ମିଳିଥିବା ସୂଚନା ପରେ ଆୟକର ବିଭାଗ ରାମ ମୋହନ ରାଓଙ୍କ ଘରେ ଏହି ଚଢ଼ାଉ କରିଛି। ମୁଖ୍ୟ ଶାସନ ସଚିବଙ୍କ ବାସ ଭବନ ସହ ଅନ୍ୟ ୭ଟି ଯାଗାରେ ମଧ୍ୟ ଆୟକର ବିଭାଗ ଏହି ଚଢ଼ାଉ କରିଥିବା ଖବର ରହିଛି। ତାଙ୍କର କିଛି ବନ୍ଧୁଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି।

ରାମ ମୋହନଙ୍କ ଘର ଚେନ୍ନାଇର ଆନ୍ନା ନଗର ଯେଉଁଠି କିଛିଦିନ ପୂର୍ବରୁ ବ୍ୟବସାୟୀ ଶେଖର ରେଡ୍ଡିଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଟଙ୍କା ବଦଳର ଏକ ରାକେଟ୍‌କୁ ପର୍ଦା ଫାସ୍‌ କରାଯାଇଥିଲା। ଏହି ରାକେଟ୍‌ ନିକଟରୁ ୯୦କୋଟି ନଗଦ ଟଙ୍କା ଏବଂ ୧୦୦ କିଲୋଗ୍ରାମ ସୂନା ଜବତ କରାଯାଇଥିଲା। ଏହି ମାମଲାରେ ଶ୍ରୀନିବାସ ରେଡ୍ଡି, ଶେଖର ରେଡ୍ଡି ଏବଂ ପ୍ରେମକୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story