ବିହାରରେ କଂଗ୍ରେସ ସାନ ଭାଇ, ୧୪୪ ଆସନରେ ଲଢ଼ିବ ଆରଜେଡି

ପାଟନା: ବିହାରରେ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଗଠନ କରିଥିବା ମହାଗଠବନ୍ଧନରେ କଂଗ୍ରେସ ସାନ ଭାଇର ଭୂମିକାରେ ସନ୍ତୁଷ୍ଟ ହୋଇଛି। ‌ଏହି ମହାଗଠବନ୍ଧନର ନେତୃତ୍ୱ ତେଜସ୍ୱୀ ଯାଦବଙ୍କ ଆରଜେଡି ହିଁ ନେଉଛି। ଏଥିପାଇଁ କଂଗ୍ରେସକୁ ୨୪୩ ବିଧାନସଭା ଆସନରୁ ୭୦ଟିରେ ପ୍ରାର୍ଥୀ ଦେବାକୁ ଅନୁମତି ମିଳିଛି। ସେହିପରି ତେଜସ୍ୱୀଙ୍କ ଆରଜେଡି ୧୪୪ଟି ଆସନରେ ପ୍ରାର୍ଥୀ ଦେବ। ଯଦି ବିହାର ବିଧାନସଭାରେ ମହାଗଠବନ୍ଧନ ଜିତିବ, ତା’ହେଲେ ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ହିଁ ଶପଥ ଗ୍ରହଣ କରିବେ। କଂଗ୍ରେସ […]

fv

fv

Hemant Lenka
  • Published: Saturday, 03 October 2020
  • Updated: 03 October 2020, 06:20 PM IST

Sports

Latest News

ପାଟନା: ବିହାରରେ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଗଠନ କରିଥିବା ମହାଗଠବନ୍ଧନରେ କଂଗ୍ରେସ ସାନ ଭାଇର ଭୂମିକାରେ ସନ୍ତୁଷ୍ଟ ହୋଇଛି। ‌ଏହି ମହାଗଠବନ୍ଧନର ନେତୃତ୍ୱ ତେଜସ୍ୱୀ ଯାଦବଙ୍କ ଆରଜେଡି ହିଁ ନେଉଛି। ଏଥିପାଇଁ କଂଗ୍ରେସକୁ ୨୪୩ ବିଧାନସଭା ଆସନରୁ ୭୦ଟିରେ ପ୍ରାର୍ଥୀ ଦେବାକୁ ଅନୁମତି ମିଳିଛି। ସେହିପରି ତେଜସ୍ୱୀଙ୍କ ଆରଜେଡି ୧୪୪ଟି ଆସନରେ ପ୍ରାର୍ଥୀ ଦେବ। ଯଦି ବିହାର ବିଧାନସଭାରେ ମହାଗଠବନ୍ଧନ ଜିତିବ, ତା’ହେଲେ ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ହିଁ ଶପଥ ଗ୍ରହଣ କରିବେ।

କଂଗ୍ରେସ ଓ ଆରଜେଡି ବ୍ୟତୀତ ଏହି ମହାଗଠବନ୍ଧନରେ ବାମଦଳ ଏବଂ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ରହିଛନ୍ତି। ବାମ ଦଳ ୨୯ଟି ଆସନରେ ପ୍ରାର୍ଥୀ ଦେବାକୁ ଥିବାବେଳେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଆରଜେଡି କୋଟାରୁ କିଛି ଆସନରେ ପ୍ରାର୍ଥୀ ଦେବ।

ଶନିବାର ଏହି ସିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରାଯାଇଛି। ତେବେ ମହାଗଠବନ୍ଧନରେ ଥିବା ଗୋଟିଏ ଆଞ୍ଚଳିକ ଦଳ ସିଟ ଶେୟାରିଂରେ ଅସନ୍ତୁଷ୍ଟ ହୋଇ ମେଣ୍ଟରୁ ଓହରି ଯାଇଛି।

ଅକ୍ଟୋବର ୨୮ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହେବ। ୨୮, ନଭେମ୍ବର ୩ ଓ ୭ରେ ଭୋଟିଂ ଶେଷ ହେବା ପରେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story