ଫାଶୀ ଘର ଯାଞ୍ଚ କଲା ପବନ ଜହ୍ଲାଦ, ଡମି ଫାଶୀ ବି ଦେଲା

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ଭୟା କାଣ୍ଡର ଦୋଷୀମାନେ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଟିଆଲା ହାଉସ କୋର୍ଟଙ୍କ ଡେଥ ୱାରେଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ତେଣୁ ଆଜି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ଫାଶୀ ଘର ଯାଞ୍ଚ କରିଛି। ଏଥିସହ ସେ ଡମି ଫାଶୀ […]

qa

qa

Hemant Lenka
  • Published: Monday, 02 March 2020
  • Updated: 02 March 2020, 04:56 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ଭୟା କାଣ୍ଡର ଦୋଷୀମାନେ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଟିଆଲା ହାଉସ କୋର୍ଟଙ୍କ ଡେଥ ୱାରେଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ତେଣୁ ଆଜି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ଫାଶୀ ଘର ଯାଞ୍ଚ କରିଛି। ଏଥିସହ ସେ ଡମି ଫାଶୀ ଦେଇ ଅଭ୍ୟାସ ମଧ୍ୟ କରିଛି।

ଗତକାଲି ସନ୍ଧ୍ୟାରେ ହିଁ ପବନ ଜହ୍ଲାଦ ତିହାର ଜେଲରେ ପହଞ୍ଚିଥିଲା। ଆଜି ତା’କୁ ଜେଲ ନଂ ୩କୁ ନିଆଯାଇଥିଲା। କାରଣ ଏହିଠାରେ ହିଁ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ପବନ ଜହ୍ଲାଦ ଫାଶୀ ଘରକୁ ଯିବା ସମୟରେ ସମସ୍ତ ବାରାକର ମୁଖ୍ୟ ଗେଟ୍‌କୁ ବନ୍ଦ କରିଦିଆଯାଇଥିଲା।

ଫାଶୀ ଘରକୁ ଲମ୍ବିଥିବା ରାସ୍ତାକୁ ମଧ୍ୟ ଖାଲି କରିଦିଆଯାଇଛି। ଫାଶୀ ଘର ମଧ୍ୟରେ ପହଞ୍ଚିବା ପରେ ପବନ ଜହ୍ଲାଦ ଫାଶୀ ପାଇଁ ବ୍ୟବହୃତ ଲିଭରର ଯାଞ୍ଚ କରିଥିଲା। ଏଥିରେ ଜଙ୍କ ଲାଗିଛି କି ନାହିଁ ପ୍ରଥମେ ସେକଥା ଭଲ ଭାବେ ତଦାରଖ କରିଥିଲା। ଏହି ସମୟରେ ସେଠାରେ ଦୋଷୀଙ୍କ ଆକୃତିର ଡମି ବସ୍ତା ରହିଥିଲା।

ସବୁ କିଛି ଯାଞ୍ଚ କରି ସାରିବା ପରେ ପବନ ଜହ୍ଲାଦ ଡମି ଫାଶୀ ଦେଇ ଆସନ୍ତାକାଲି ପାଇଁ ନିଜକୁ ପ୍ରସ୍ତୁତ କରିଛି। ଏହି ସମୟରେ ତିହାର ଜେଲ କର୍ତ୍ତୃପକ୍ଷ ତା’ ସହ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story