ଟିଏମସି ନେତାଙ୍କ ସ୍ୱାମୀଙ୍କୁ ହତ୍ୟା, ପ୍ରତିବାଦରେ ୨୪ ଘଣ୍ଟିଆ ବନ୍ଦ ଡାକରା

କୋଲକାତା: ପୁଣି ଅଶାନ୍ତ ହୋଇଛି ପଶ୍ଚିମବଙ୍ଗ। ଆଜି ହୁଗୁଳି ଜିଲ୍ଲାର ଜଣେ ଟିଏମସି କର୍ମୀ ନୀତୁ ରାମଙ୍କ ସ୍ୱାମୀ ଦିଲ୍ଲୀପ ରାମ ହତ୍ୟାର ଶିକାର ହୋଇଛନ୍ତି। ପ୍ରତିବାଦରେ ଆସନ୍ତାକାଲି ପଶ୍ଚିମବଙ୍ଗର ଚୁନଚାରାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତୃଣମୂଳ କଂଗ୍ରେସ। ପେସାରେ ଦିଲ୍ଲୀପ ଜଣେ ରେଲଓ୍ୱେ କର୍ମଚାରୀ। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ନୟୀ ହାଟରେ ଥିବା ରେଲଓ୍ୱେ ଷ୍ଟେସନ ତାଙ୍କ କର୍ମସ୍ଥଳୀ। ସେ ଏକ ଲୋକାଲ ଟ୍ରେନ ଯୋଗେ ଯିବା ପାଇଁ ପାଖାପାଖି ସକାଳ […]

tmc bjp worker clash

tmc bjp worker clash

Subhransu Sekhar
  • Published: Saturday, 29 June 2019
  • Updated: 29 June 2019, 06:41 PM IST

Sports

Latest News

କୋଲକାତା: ପୁଣି ଅଶାନ୍ତ ହୋଇଛି ପଶ୍ଚିମବଙ୍ଗ। ଆଜି ହୁଗୁଳି ଜିଲ୍ଲାର ଜଣେ ଟିଏମସି କର୍ମୀ ନୀତୁ ରାମଙ୍କ ସ୍ୱାମୀ ଦିଲ୍ଲୀପ ରାମ ହତ୍ୟାର ଶିକାର ହୋଇଛନ୍ତି। ପ୍ରତିବାଦରେ ଆସନ୍ତାକାଲି ପଶ୍ଚିମବଙ୍ଗର ଚୁନଚାରାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତୃଣମୂଳ କଂଗ୍ରେସ।

ପେସାରେ ଦିଲ୍ଲୀପ ଜଣେ ରେଲଓ୍ୱେ କର୍ମଚାରୀ। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ନୟୀ ହାଟରେ ଥିବା ରେଲଓ୍ୱେ ଷ୍ଟେସନ ତାଙ୍କ କର୍ମସ୍ଥଳୀ। ସେ ଏକ ଲୋକାଲ ଟ୍ରେନ ଯୋଗେ ଯିବା ପାଇଁ ପାଖାପାଖି ସକାଳ ୧୦ଟା ସମୟରେ ଦିଲ୍ଲୀପ ବନ୍ଦେଲ ଜଙ୍କସନରେ ଛିଡ଼ା ହୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିର ଶିକାର ହୋଇଥିଲେ।

ଏହାପରେ ବନ୍ଦେଲ ଜଙ୍କସନରେ ଥିବା ଏକ ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦିଲ୍ଲୀପଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ନେବା ବାଟରେ  ଦିଲ୍ଲୀପଙ୍କର ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡ ଘଟଣାରେ ଏଯାଏ କେହି ଗିରଫ ହୋଇନଥିବା ଚନ୍ଦନ ନଗର ପୁଲିସ ଅଧିକାରୀ ଅଖିଲେଶ କୁମାର ଚତୁର୍ବେଦୀ କହିଛନ୍ତି।

ଏହି ହତ୍ୟାକାଣ୍ଡ ପାଇଁ ଟିଏମସି ଓ ବିଜେପି ପରସ୍ପରକୁ ଦାୟୀ କରିଛନ୍ତି। ଟିଏମସି କର୍ମୀ ତଥା ମୃତକଙ୍କ ପତ୍ନୀ ନୀତୁ ରାମ ହତ୍ୟା ପଛରେ ଜଣେ ବିଜେପି ନେତାଙ୍କ ହାତ ରହିଛି ବୋଲି ଦାବି କରିଛନ୍ତି। ନିର୍ବାଚନ ଫଳାଫଳ ବାହାରିବା ଦିନ ସେହି ବିଜେପି ନେତା ତାଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story