ବୁଧବାର ଶପଥ ନେବେ କୁମାର ସ୍ୱାମୀ, ଜାଣନ୍ତୁ ଜେଡିଏସ ଏବଂ କଂଗ୍ରେସର କେତେ ଜଣଙ୍କୁ ମିଳିବ ମନ୍ତ୍ରିପଦ  

ବେଙ୍ଗାଲୋର: ଶେଷରେ କର୍ଣ୍ଣାଟକରେ ସରକାର ଗଢିବେ ଜେଡିଏସ୍ ମୁଖ୍ୟ ଏଚ୍‌ଡି କୁମାର ସ୍ୱାମୀ। ଆସନ୍ତା ବୁଧବାର ହେବ ଶପଥ ଗ୍ରହଣ ଉତ୍ସବ । ଆସନ୍ତାକାଲି ସୋନିଆ-ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ କୁମାର ସ୍ୱାମୀ। ଜେଡିଏସ-କଂଗ୍ରେସ ମେଣ୍ଟକୁ କିଭଳି ମଜଭୁତ କରାଯିବ ସେ ନେଇ କଥାବାର୍ତ୍ତା କରିବେ କୁମାର ସ୍ୱାମୀ। ସେପଟେ ନୂଆ ମନ୍ତ୍ରୀମଣ୍ଡଳରେ ଜେଡିଏସର ୧୩ଜଣ ଓ କଂଗ୍ରେସର ୨୦ଜଣ ବିଧାୟକ ସ୍ଥାନ ପାଇବେ ବୋଲି ସୂଚନା ମିଳିଛି ।   ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ […]

hhhh

hhhh

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 07:50 PM IST

Sports

Latest News

ବେଙ୍ଗାଲୋର: ଶେଷରେ କର୍ଣ୍ଣାଟକରେ ସରକାର ଗଢିବେ ଜେଡିଏସ୍ ମୁଖ୍ୟ ଏଚ୍‌ଡି କୁମାର ସ୍ୱାମୀ। ଆସନ୍ତା ବୁଧବାର ହେବ ଶପଥ ଗ୍ରହଣ ଉତ୍ସବ । ଆସନ୍ତାକାଲି ସୋନିଆ-ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ କୁମାର ସ୍ୱାମୀ। ଜେଡିଏସ-କଂଗ୍ରେସ ମେଣ୍ଟକୁ କିଭଳି ମଜଭୁତ କରାଯିବ ସେ ନେଇ କଥାବାର୍ତ୍ତା କରିବେ କୁମାର ସ୍ୱାମୀ। ସେପଟେ ନୂଆ ମନ୍ତ୍ରୀମଣ୍ଡଳରେ ଜେଡିଏସର ୧୩ଜଣ ଓ କଂଗ୍ରେସର ୨୦ଜଣ ବିଧାୟକ ସ୍ଥାନ ପାଇବେ ବୋଲି ସୂଚନା ମିଳିଛି ।   ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଚ୍.ଡି. କୁମାର ସ୍ୱାମୀ। ଆଉ ଏହାର ୨୪ ଘଣ୍ଟା ଭିତରେ ଦେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ।   ନିର୍ବାଚନ ପରେ କଂଗ୍ରେସ ସହ ମେଣ୍ଟ କରିଥିବା ଜେଡିଏସ୍ ହାତରେ ରହିଛି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା।   ସେ ଦୃଷ୍ଟିରୁ କୁମାର ସ୍ୱାମୀ ସରକାର ଗଢିବା ନିଶ୍ଚିତ।    ବିଏସ୍‌ପି ସହ ମେଣ୍ଟ କରି ଜେଡିଏସ୍ ୩୮ ଆସନ ପାଇଥିବାବେଳେ କଂଗ୍ରେସର ଅଛନ୍ତି ୭୮ ଜଣ ବିଧାୟକ। ଦୁଇ ଦଳର ସଂଖ୍ୟା ମିଶି ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୧୧୨ ପାର କରୁଛି ।  ତେଣୁ ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ ଢଙ୍ଗରେ ପାଳନ କରିବା ପାଇଁ ଜେଡିଏସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଏଥିପାଇଁ ଭବ୍ୟ ଆୟୋଜନ ଚାଲିଛି।  ଏଥିପାଇଁ ସହଯୋଗୀ ବିଏସ୍‌ପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।  କଂଗ୍ରେସ ସହ ମେଣ୍ଟ ହେବା ପରେ ଏବେ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା ।  କାହା ଭାଗରେ କେତେ ମନ୍ତ୍ରୀ ? କିଏ ପାଇବ କେଉଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ? ଏ ନେଇ ଦିଲ୍ଲୀ ଦରବାରରେ ହେବ ଆଲୋଚନା।

ଆସନ୍ତାକାଲି ସୋନିଆ-ରାହୁଲଙ୍କୁ ଭେଟିବେ ଏଚ ଡି କୁମାର ସ୍ୱାମୀ। ଦୁଇ ପକ୍ଷ ମଧ୍ୟରେ ହେବ ମାନସମନ୍ଥନ। ତେବେ ମୁଖ୍ୟମନ୍ତ୍ରୀ ପଦରେ ସେ ପୁରା ରହିବେ ବୋଲି କୁମାରସ୍ୱାମୀ ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଦଳବଦଳ କରାଯିବ ନାହିଁ ବୋଲି ସେ କହିଛନ୍ତି । ଗତକାଲି ସଂଖ୍ୟା ଖେଳରେ ପରାସ୍ତ ହେବା ପୂର୍ବରୁ ବିଏସ୍ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ରାଜ୍ୟପାଳଙ୍କୁ ଭେଟିଥିଲେ ଏଚ୍‌ଡି କୁମାର ସ୍ୱାମୀ। ସରକାର ଗଢିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ କୁମାରସ୍ୱାମୀ। ସେପଟେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ମେଳି ହେବେ ବିରୋଧି । ୨୦୧୯ରେ ବିଜେପି ସରକାରକୁ  ରୋକିବା ପାଇଁ ଏକାଠି ହୋଇପାରନ୍ତି ବିରୋଧି।   ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କେମିତ ରଣନୀତି ଆପଣାଇବେ ବିରୋଧି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story