୧୦୪ ଆପ୍‌କୁ ବ୍ୟାନ କଲା ଚାଇନା

ବେଜିଂ: ଆମେରିକା ବିରୋଧରେ ବଡ଼ ପଦକ୍ଷେପ ନେଇଛି ଚାଇନା। ଭାରତର ବାରମ୍ବାର ଡିଜିଟାଲ ଷ୍ଟ୍ରାଇକରେ ଘାଇଲା ହୋଇଥିବା ଚାଇନା ଏବେ ଆମେରିକା ବିରୋଧରେ ସମାନ ପଦକ୍ଷେପ ନେଇଛି। ଆଜି ଚାଇନା ତା’ର ସ୍ଥାନୀୟ ଆପ୍‌ ଷ୍ଟୋରରୁ ୧୦୪ଟି ଆପ୍‌କୁ ହଟାଇ ଦେଇଛି। ଇଣ୍ଟରନେଟ୍‌ରୁ ବେଆଇନ ଆପକୁ ହଟାଇବା ପାଇଁ ଚାଇନା ଏଭଳି ପଦକ୍ଷେପ ନେଇଥିବା କହିଛି। ତେବେ ବ୍ୟାନ ହୋଇଥିବା ୧୦୪ ଆପ୍‌ ମଧ୍ୟରେ ଆମେରିକାର ଗୋଟିଏ ଆପ୍‌ ଟ୍ରିପଆଡଭାଇଜର ରହିଛି। ଅନ୍ୟ ଆପଗୁଡ଼ିକ ମଧ୍ୟରେ ଅଧିକାଂଶ […]

fe

fe

Hemant Lenka
  • Published: Tuesday, 08 December 2020
  • Updated: 08 December 2020, 10:18 PM IST

Sports

Latest News

ବେଜିଂ: ଆମେରିକା ବିରୋଧରେ ବଡ଼ ପଦକ୍ଷେପ ନେଇଛି ଚାଇନା। ଭାରତର ବାରମ୍ବାର ଡିଜିଟାଲ ଷ୍ଟ୍ରାଇକରେ ଘାଇଲା ହୋଇଥିବା ଚାଇନା ଏବେ ଆମେରିକା ବିରୋଧରେ ସମାନ ପଦକ୍ଷେପ ନେଇଛି। ଆଜି ଚାଇନା ତା’ର ସ୍ଥାନୀୟ ଆପ୍‌ ଷ୍ଟୋରରୁ ୧୦୪ଟି ଆପ୍‌କୁ ହଟାଇ ଦେଇଛି।

ଇଣ୍ଟରନେଟ୍‌ରୁ ବେଆଇନ ଆପକୁ ହଟାଇବା ପାଇଁ ଚାଇନା ଏଭଳି ପଦକ୍ଷେପ ନେଇଥିବା କହିଛି। ତେବେ ବ୍ୟାନ ହୋଇଥିବା ୧୦୪ ଆପ୍‌ ମଧ୍ୟରେ ଆମେରିକାର ଗୋଟିଏ ଆପ୍‌ ଟ୍ରିପଆଡଭାଇଜର ରହିଛି। ଅନ୍ୟ ଆପଗୁଡ଼ିକ ମଧ୍ୟରେ ଅଧିକାଂଶ ଚାଇନାର ନିଜସ୍ୱ ବୋଲି ଜଣାପଡ଼ିଛି।

ଟ୍ରିପଆଡଭାଇଜର ହେଉଛି ଆମେରିକାର ଗୋଟିଏ ଅନଲାଇନ ଟ୍ରାଭେଲ କମ୍ପାନୀ। ଆପକୁ ବ୍ୟବହାର କରୁଥିବା ଲୋକମାନେ କଣ୍ଟେଣ୍ଟ ତିଆରି କରି ହୋଟେଲ, ରେଷ୍ଟୁରାଣ୍ଟ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ତୁଳନା କରିପାରିବେ। ଏଥିସହ ଆପ୍‌ ଦ୍ୱାରା ହୋଟେଲ ବୁକିଂ ଓ ଯାତାୟାତ ପାଇଁ ଗାଡ଼ି ବୁକିଂ ହୋଇପାରିବ। ୨୦୦୦ ମସିହାରୁ ଏହା କାର୍ଯ୍ୟ କରି ଆସୁଛି।

ତଥାପି ଏଭଳି ଏକ ଲୋକପ୍ରିୟ ଆପ୍‌କୁ ଚାଇନା କାହିଁକି ବ୍ୟାନ କଲା, ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story