ନୂଆ ଦଲାଇ ଲାମାଙ୍କ ନିଯୁକ୍ତି ପାଇଁ ଆମେରିକାର ସଜବାଜ, ତିବ୍ଦତ ନୀତିକୁ ଟ୍ରମ୍ପଙ୍କ ମଞ୍ଜୁରୀ

ୱାଶିଂଟନ: ତିବ୍ଦତରେ ରହୁଥିବ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ନୂଆ ଦଲାଇ ଲାମା ନିଯୁକ୍ତିକୁ ନେଇ ଆମେରିକା ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନା ନୂଆ ଦଲାଇ ଲାମା ନିଯୁକ୍ତି କରିବାକୁ ଚାହୁଁଥିବା ବେଳେ ଆମେରିକା ଏହାକୁ କାଉଣ୍ଟର କରିବା ପାଇଁ ପଦକ୍ଷେପ ନେଇଛି। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ତିବ୍ଦତ ନୀତି ଉପରେ ମୋହର ମାରିଛନ୍ତି। ଏହି ନୀତି ଦ୍ୱାରା ତିବ୍ଦତରେ ଆମେରିକା ନିଜର ବାଣିଜ୍ୟକ ଦୂତାବାସ ଗଠନ କରିବ। ଏଥିସହ ତିବ୍ଦତ ପାଇଁ ଅନ୍ତର୍ଜାତୀୟ […]

f

f

Hemant Lenka
  • Published: Monday, 28 December 2020
  • Updated: 28 December 2020, 06:35 PM IST

Sports

Latest News

ୱାଶିଂଟନ: ତିବ୍ଦତରେ ରହୁଥିବ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ନୂଆ ଦଲାଇ ଲାମା ନିଯୁକ୍ତିକୁ ନେଇ ଆମେରିକା ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନା ନୂଆ ଦଲାଇ ଲାମା ନିଯୁକ୍ତି କରିବାକୁ ଚାହୁଁଥିବା ବେଳେ ଆମେରିକା ଏହାକୁ କାଉଣ୍ଟର କରିବା ପାଇଁ ପଦକ୍ଷେପ ନେଇଛି। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ତିବ୍ଦତ ନୀତି ଉପରେ ମୋହର ମାରିଛନ୍ତି।

ଏହି ନୀତି ଦ୍ୱାରା ତିବ୍ଦତରେ ଆମେରିକା ନିଜର ବାଣିଜ୍ୟକ ଦୂତାବାସ ଗଠନ କରିବ। ଏଥିସହ ତିବ୍ଦତ ପାଇଁ ଅନ୍ତର୍ଜାତୀୟ ଗଠବନ୍ଧନ କରିବାକୁ ଆମେରିକା ଲକ୍ଷ୍ୟ ରଖିଛି। ଏହାଦ୍ୱାରା ଚାଇନାର ବିନା ହସ୍ତକ୍ଷେପରେ ସେଠାରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀମାନେ ନିଜ ଇଚ୍ଛାରେ ସେମାନଙ୍କର ପରବର୍ତ୍ତୀ ଦଲାଇ ଲାମା ନିଯୁକ୍ତ କରିପାରିବେ।

ଟ୍ରମ୍ପ ଅନୁମୋଦନ ଦେଇଥିବା ତିବ୍ବତୀୟ ପଲିସି ଓ ସର୍ପୋଟ ଆକ୍ଟ ୨୦୨୦ରେ ତିବ୍ଦତ ସହ ଜଡ଼ିତ ଏକାଧିକ ନିୟମ ଓ କାର୍ଯ୍ୟକ୍ରମକୁ  ସଂଶୋଧନ କରାଯାଇଛି। ଚାଇନାର ବିରୋଧ ସତ୍ତ୍ୱେ ଆମେରିକା ସିନେଟ ଗତ ସପ୍ତାହରେ ଏହି ବିଲ୍‌କୁ ସର୍ବସମ୍ମତିକ୍ରମେ ପାରିତ କରିଥିଲା।

ଆମେରିକା ପୂର୍ବରୁ କହି ସାରିଛି ଯେ ନୂଆ ଦଲାଇ ଲାମା ଚୟନ କରିବାର ଅଧିକାର କେବଳ ସେଠାରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କର ରହିଛି। ଏଥିରେ ଚାଇନା କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବ ନାହିଁ। ତିବ୍ଦତ ସମ୍ପର୍କୀୟ ମାମଲାର ଦେଖାଶୁଣା କରିବାକୁ ଆମେରିକା ସ୍ୱତନ୍ତ୍ର ସଂଯୋଜକ ନିଯୁକ୍ତ କରିବ। ତିବ୍ଦତୀୟମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବାକୁ ଏହି ସ୍ୱତନ୍ତ୍ର ସଂଯୋଜକ ଅନ୍ତର୍ଜାତୀୟ ସମୂହର ସହାୟତା ମଧ୍ୟ ନେଇପାରିବ। ସେହିପରି ତିବ୍ଦତୀୟ ସଂପ୍ରଦାୟର ସମର୍ଥନ ପାଇଁ ଅଣ ସରକାରୀ ସଂଗଠନ ସହାୟତା କରିପାରିବେ।

ଯେଉଁ ପର୍ଯ୍ୟନ୍ତ ତିବ୍ଦତର ଲହାସାରେ ଆମେରିକା ତା’ର ଦୂତାବାସ ପ୍ରତିଷ୍ଠା କରିନାହିଁ ସେ ଯାଏ ଚାଇନା ମଧ୍ୟ ଆମେରିକାରେ କୌଣସି ନୂଆ ବାଣିଜ୍ୟକ ଦୂତାବାସ କରିପାରିବ ନାହିଁ ବୋଲି ଟ୍ରମ୍ପ ଅନୁମୋଦନ କରିଥିବା ତିବ୍ଦତ ନୀତିରେ ରହିଛି।

ଏସବୁ ବ୍ୟବସ୍ଥା ଏବେ ଚାଇନାର ମୁଣ୍ଡ ବିନ୍ଧାକୁ ବଢ଼ାଇ ଦେଇଛି। ତିବ୍ଦତରେ ଚାଇନା ଦୀର୍ଘ ୭୦ ବର୍ଷ ହେଲା କବଜା କରି ରହିଛି। ହେଲେ ଏହି ଅଞ୍ଚଳ ସଂପୂର୍ଣ୍ଣ ଭାବେ ବେଜିଂ ହାତ ମୁଠାକୁ ଆସିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ଜିନପିଙ୍ଗ ସରକାର ଏଠାରେ ଧର୍ମର କାର୍ଡ ଖେଳିବାକୁ ପ୍ରୟାସ କରୁଛି।

ତିବ୍ଦତରେ ବୌଦ୍ଧ ଧର୍ମର ଲୋକ ଅଧିକ ରୁହନ୍ତି। ହେଲେ ଚାଇନା ସରକାର କୌଣସି ଧର୍ମକୁ ନିଜ ଦେଶରେ ମାନନ୍ତି ନାହିଁ। ଏବେ ଚାଇନା ସରକାର ତିବ୍ଦତରେ ୧୫ତମ ଦଲାଇ ଲାମା ଚୟନ କରିବାକୁ ଚାହୁଁଛି। ବର୍ତ୍ତମାନ ୧୪ତମ ଦଲାଇ ଲାମା କାର୍ଯ୍ୟ ରତ ରହିଛନ୍ତି।

ତିବ୍ବତୀୟ ପଲିସି ଓ ସର୍ପୋଟ ଆକ୍ଟ ୨୦୨୦ ଅନୁଯାୟୀ ତିବ୍ବତରେ ସ୍ୱତନ୍ତ୍ର ଆମେରିକା ସଂଯୋଜକ ପାଇଁ ବାର୍ଷିକ ୧ ମିଲିୟନ ଡଲାର, ବୃତ୍ତି ପାଇଁ ୬୭୫,୦୦୦ ଡଲାର, ମେଧା ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ପାଇଁ ୫୭୫,୦୦୦ ଡଲାର, ଭାରତରେ ରହୁଥିବା ତିବ୍ଦତୀୟଙ୍କ ପାଇଁ ୬ ମିଲିୟନ ଡଲାର ଓ ତିବ୍ବତୀୟ ଶାସନ ପାଇଁ ୩ ମିଲିୟନ ଡଲାର ଖର୍ଚ୍ଚ କରାଯିବ ବୋଲି ଆମେରିକା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story