କରୋନା ଆକ୍ରାନ୍ତ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଛି

ୱାଶିଂଟନ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଥିଲା, ତା’ରୁ ଅଧିକ ପରିମାଣରେ ଟ୍ରମ୍ପ ଅସୁସ୍ଥ ଥିବା ହ୍ୱାଇଟ ହାଉସ ଚିଫ ଅଫ ଷ୍ଟାଫ ମାର୍କ ମେଆଡୋୱସ କହିଛନ୍ତି। ସେ କହିଛନ୍ତି, କରୋନାରେ ଆକ୍ରାନ୍ତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଘରେ ରହିଥିଲେ। କିନ୍ତୁ ତାଙ୍କର ଜ୍ୱର ବଢ଼ିବା ସହ ଅମ୍ଳଜାନ ସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ […]

t

t

Hemant Lenka
  • Published: Sunday, 04 October 2020
  • Updated: 04 October 2020, 07:23 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଥିଲା, ତା’ରୁ ଅଧିକ ପରିମାଣରେ ଟ୍ରମ୍ପ ଅସୁସ୍ଥ ଥିବା ହ୍ୱାଇଟ ହାଉସ ଚିଫ ଅଫ ଷ୍ଟାଫ ମାର୍କ ମେଆଡୋୱସ କହିଛନ୍ତି।

ସେ କହିଛନ୍ତି, କରୋନାରେ ଆକ୍ରାନ୍ତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଘରେ ରହିଥିଲେ। କିନ୍ତୁ ତାଙ୍କର ଜ୍ୱର ବଢ଼ିବା ସହ ଅମ୍ଳଜାନ ସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଥିଲା। ଏହି କାରଣରୁ ଡାକ୍ତର ତାଙ୍କୁ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି। ତାଙ୍କ ଶରୀରରେ କୌଣସି ପ୍ରକାରର ଜ୍ୱର ଏବେ ନାହିଁ। ସେହିପରି ଅମ୍ଳଜାନ ସ୍ତର ପ୍ରାୟ ସ୍ଥିର ରହିଛି। କିନ୍ତୁ ଏବେ ବି ତାଙ୍କ ଅବସ୍ଥା ଖରାପ ରହିଛି।

ଗତକାଲି ସକାଳେ ତାଙ୍କ ଶରୀରରେ ଜ୍ୱର ରହିଥିଲା। ତାଙ୍କ ଅମ୍ଳଜାନ ସ୍ତର ମଧ୍ୟ ହ୍ରାସ ପାଉଥିଲା। ତଥାପି ଆଜି ସକାଳୁ ରାଷ୍ଟ୍ରପତି ବେଡ୍‌ରୁ ଉଠି ପ୍ରତିଦିନ ଭଳି ଚଲାବୁଲା କରିଥିଲେ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଥିଲା ଯେ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ଠାରେ ଏହାର ସାମାନ୍ୟ ଲକ୍ଷଣ ରହିଛି। ସେ ପୂର୍ଣ୍ଣମାତ୍ରାରେ ସୁସ୍ଥ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story