କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲା, ତିନି ଗିରଫ

ଚଣ୍ଡିଗଡ: ହରିଆନା ଫରିଦାବାଦ ଜିଲ୍ଲାର କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କ ହତ୍ୟା ମାମଲାରେ ଆଜି ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ କୁଖ୍ୟାତ ଗ୍ୟାଙ୍ଗଷ୍ଟର କୌଶଲ ସହ ଶତ୍ରୁତା ଥିବା ନେଇ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଗ୍ୟାଙ୍ଗଷ୍ଟର କୌଶଲର ସ୍ତ୍ରୀ ରୋଷନୀ ଓ ତାଙ୍କ ଚାକର ନରେଶ ଯୋଗାଇଥିଲେ। ତେଣୁ ସହଯୋଗ କରିଥିବା ଆଧାରରେ ପୁଲିସ ସେହି ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ହେଲେ ଧାଓ୍ୱନପୁର ଗାଁର ବିକାଶ, ଯିଏକି […]

CCTV FOOTAGE

CCTV FOOTAGE

Subhransu Sekhar
  • Published: Saturday, 29 June 2019
  • Updated: 29 June 2019, 04:35 PM IST

Sports

Latest News

ଚଣ୍ଡିଗଡ: ହରିଆନା ଫରିଦାବାଦ ଜିଲ୍ଲାର କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କ ହତ୍ୟା ମାମଲାରେ ଆଜି ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ କୁଖ୍ୟାତ ଗ୍ୟାଙ୍ଗଷ୍ଟର କୌଶଲ ସହ ଶତ୍ରୁତା ଥିବା ନେଇ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଗ୍ୟାଙ୍ଗଷ୍ଟର କୌଶଲର ସ୍ତ୍ରୀ ରୋଷନୀ ଓ ତାଙ୍କ ଚାକର ନରେଶ ଯୋଗାଇଥିଲେ। ତେଣୁ ସହଯୋଗ କରିଥିବା ଆଧାରରେ ପୁଲିସ ସେହି ଦୁଇ ଜଣଙ୍କୁ ଗିରଫ କରିଛି।

ଅନ୍ୟ ଜଣେ ହେଲେ ଧାଓ୍ୱନପୁର ଗାଁର ବିକାଶ, ଯିଏକି ବିକାଶଙ୍କ ଉପରକୁ ଗୁଳି ଚଳାଇଥିଲା। ସେହିପରି ଜଖେରି ଗାଁର ସଚିନ ମଧ୍ୟ ଗୁଳି ଚଳାଇଥିଲା କିନ୍ତୁ ଏବେ ସେ ଫେରାର ଥିବା ସୂଚନା ରହିଛି।

ଗ୍ୟାଙ୍ଗଷ୍ଟର ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ବିକାଶକୁ ରୋଷନୀ ଓ ନରେଶ ମାରଣାସ୍ତ୍ର ଯୋଗାଉଥିବା ଦେଖିବାକୁ ମିଳିଛି। ନରେଶ ପୁଲିସ ଆଗରେ ମଧ୍ୟ ଏହା ସ୍ୱୀକାର କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାରକୁ ହରିଆନା ପୁଲିସ ଜବତ କରିଛି। ଗ୍ୟାଙ୍ଗଷ୍ଟର କୌଶଲ ସହିତ ନିହତ କଂଗ୍ରେସ ନେତା ବିକାଶଙ୍କର ଶତ୍ରୁତା ଥିଲା ବୋଲି ଏଡିଜିପି ନଭଦୀପ ସିଂହ ଭିର୍କ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ କଂଗ୍ରେସ ନେତା ବିକାଶ ଚୌଧୁରୀ ଫରିଦାବାଦ ସ୍ଥିତ ସେକ୍ଟର-୯ର ଜିମ୍ ସାମ୍ନାରେ ତାଙ୍କ କାର ପାର୍କିଂ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବିକାଶଙ୍କ ଉପରକୁ ୧୨ରୁ ୧୫ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ବିକାଶଙ୍କର ମୃତ୍ୟୁ ଘଟିଥିଲା। ମୃତ କଂଗ୍ରେସ ନେତା ବିକାଶ ମଧ୍ୟ ଅପରାଧିକ ମାମଲାରେ ଜଡ଼ିତ ବୋଲି ଏଡିଜିପି ନଭଦୀପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story