ଲସ୍‌ ଏଞ୍ଜେଲସ୍‌ ବିମାନ ବନ୍ଦରରେ ଗୁଳିମାଡ଼, ଜଣେ ସନ୍ଦିଗ୍ଧ ଗିରଫ

ଲସ୍‌ ଏଞ୍ଜେଲସ୍‌: ଆମେରିକାର ଲସ୍‌ ଏଞ୍ଜେଲସ୍‌ ବିମାନ ବନ୍ଦରରେ ଗୁଳିମାଡ଼ ହୋଇଛି।  ସ୍ଥାନୀୟ ପୋଲିସ୍‌ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ବାହାର କରିଦେଇଛି। ପୋଲିସ୍‌ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। ଗୁଳିମାଡ଼ କିଏ କରିଛି ପୋଲିସ୍‌ ଏ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।  ଗୁଳିମାଡ଼ ପଛରେ ଆତଙ୍କବାଦୀ କିମ୍ୱା କେଉଁ ସଙ୍ଗଠନର ହାତ ଅଛି ଜଣାପଡ଼ି ନାହିଁ। ଏକ ଗଣମାଧ୍ୟମ ସୂଚନା ଅନୁସାରେ, ବିମାନ ବନ୍ଦର ଟର୍ମିନାଲ୍‌ ୮ରେ ଏହି ଗୁଳିମାଡ଼ ହୋଇଛି। […]

airport

airport

Rakesh Mallick
  • Published: Monday, 29 August 2016
  • Updated: 04 May 2017, 03:44 PM IST

Sports

Latest News

ଲସ୍‌ ଏଞ୍ଜେଲସ୍‌: ଆମେରିକାର ଲସ୍‌ ଏଞ୍ଜେଲସ୍‌ ବିମାନ ବନ୍ଦରରେ ଗୁଳିମାଡ଼ ହୋଇଛି।  ସ୍ଥାନୀୟ ପୋଲିସ୍‌ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ବାହାର କରିଦେଇଛି। ପୋଲିସ୍‌ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ଗୁଳିମାଡ଼ କିଏ କରିଛି ପୋଲିସ୍‌ ଏ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।  ଗୁଳିମାଡ଼ ପଛରେ ଆତଙ୍କବାଦୀ କିମ୍ୱା କେଉଁ ସଙ୍ଗଠନର ହାତ ଅଛି ଜଣାପଡ଼ି ନାହିଁ।

ଏକ ଗଣମାଧ୍ୟମ ସୂଚନା ଅନୁସାରେ, ବିମାନ ବନ୍ଦର ଟର୍ମିନାଲ୍‌ ୮ରେ ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ ପରେ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ବାହାର କରାଯାଇ ତଲାସୀ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story