ଶକ୍ତିବୃଦ୍ଧି କରୁଛି ଚାଇନା: ଏକାଠି ହେଲେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା

ଟୋକିଓ: ବିଶ୍ୱର ମହାଶକ୍ତି ବନିବା ପାଇଁ ଚାଇନା ଚଳାଇଥିବା ଚକ୍ରାନ୍ତ ଉପରେ ଲାଗିବ ରୋକ। ଚାଇନାକୁ ଚେକ୍‌ ଦେବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ଏକାଠି ହୋଇଛନ୍ତି। ଜାପାନର ନୂଆ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗାଙ୍କ ପରାମର୍ଶକ୍ରମେ ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେ କହିଛନ୍ତି, ମଙ୍ଗଳବାର ଆମେରିକା ସମେତ ଆଉ କିଛି ଦେଶଙ୍କ ସହ ଫ୍ରି ଆଣ୍ଡ ଓପନ ଇଣ୍ଡୋ ପ୍ୟାସିଫିକ ନାମରେ ଏକ କାର୍ଯ୍ୟକ୍ରମ କରାଯାଇଛି। ଚାଇନା ଦିନକୁ ଦିନ ଆକ୍ରମଣାତ୍ମକ […]

cz

cz

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 05:33 PM IST

Sports

Latest News

ଟୋକିଓ: ବିଶ୍ୱର ମହାଶକ୍ତି ବନିବା ପାଇଁ ଚାଇନା ଚଳାଇଥିବା ଚକ୍ରାନ୍ତ ଉପରେ ଲାଗିବ ରୋକ। ଚାଇନାକୁ ଚେକ୍‌ ଦେବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ଏକାଠି ହୋଇଛନ୍ତି। ଜାପାନର ନୂଆ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗାଙ୍କ ପରାମର୍ଶକ୍ରମେ ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ସେ କହିଛନ୍ତି, ମଙ୍ଗଳବାର ଆମେରିକା ସମେତ ଆଉ କିଛି ଦେଶଙ୍କ ସହ ଫ୍ରି ଆଣ୍ଡ ଓପନ ଇଣ୍ଡୋ ପ୍ୟାସିଫିକ ନାମରେ ଏକ କାର୍ଯ୍ୟକ୍ରମ କରାଯାଇଛି। ଚାଇନା ଦିନକୁ ଦିନ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣା କରୁଥିବାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିସହ କରୋନା ଭାଇରସ ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତିକୁ ବି କାଉଣ୍ଟର କରିବା ପାଇଁ ଆଲୋଚନା କରାଯାଇଛି।

ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମହାମାରୀକୁ ମୁକାବିଲା କରିବା ବେଳେ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଅଧିକରୁ ଅଧିକ ରାଷ୍ଟ୍ରଗୁଡ଼ିକୁ ଏକାଠି କରି ଏହି ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରାଯାଇ ପାରିବ, ତା’ ଉପରେ ବିଚାରାବିମର୍ଶ କରାଯାଉଛି।

ସେମାନଙ୍କ ମତାମତକୁ ନେଇ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ଆମେରିକା ପକ୍ଷରୁ ମାଇକ ପୋମ୍ପେଓ, ଭାରତ ପକ୍ଷରୁ ଏସ ଜୟଶଙ୍କର, ଅଷ୍ଟ୍ରେଲିଆ ପକ୍ଷରୁ ମାରିସେ ପେୟନ ଓ ଜାପାନ ବୈଦେଶିକ ମନ୍ତ୍ରୀ ତୋଶିମିଟସୁ ମୋଟେଗି ପରସ୍ପର ସହ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story