ଟ୍ରମ୍ପଙ୍କ ପାଇଁ ଭାରତରେ ଚାଲିଛି ଏମିତି ସବୁ କାମ, କାନ୍ଥ ଠାରୁ ପାଣି ସବୁଠି କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଭାରତ ଗସ୍ତକୁ ସ୍ମରଣୀୟ କରିବାକୁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଭାରତର ପ୍ରକୃତ ଚିତ୍ରକୁ ଟ୍ରମ୍ପଙ୍କ ଆଖିରୁ ଲୁଚାଇବା ପାଇଁ ଭାରତ ସରକାର କେଉଁଠି କାନ୍ଥ ଉଠାଇ ବସ୍ତିକୁ ଲୁଚାଇ ଦେଉଛନ୍ତି ତ ଆଉ କେଉଁଠି ପୁରୁଣା ପାଣିକୁ କାଢ଼ି ନୂଆ ପାଣି ରଖିବାକୁ ବ୍ୟବସ୍ଥା […]

eee

eee

Hemant Lenka
  • Published: Thursday, 20 February 2020
  • Updated: 20 February 2020, 03:31 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଭାରତ ଗସ୍ତକୁ ସ୍ମରଣୀୟ କରିବାକୁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଭାରତର ପ୍ରକୃତ ଚିତ୍ରକୁ ଟ୍ରମ୍ପଙ୍କ ଆଖିରୁ ଲୁଚାଇବା ପାଇଁ ଭାରତ ସରକାର କେଉଁଠି କାନ୍ଥ ଉଠାଇ ବସ୍ତିକୁ ଲୁଚାଇ ଦେଉଛନ୍ତି ତ ଆଉ କେଉଁଠି ପୁରୁଣା ପାଣିକୁ କାଢ଼ି ନୂଆ ପାଣି ରଖିବାକୁ ବ୍ୟବସ୍ଥା କରିଛନ୍ତି।

ଟ୍ରମ୍ପଙ୍କ ଗସ୍ତ ବେଳେ ଭାରତ ସରକାର ତାଙ୍କ ସ୍ୱାଗତ ପାଇଁ ୭ ମିଲିୟନ ବା ୭୦ ଲକ୍ଷ ଲୋକକୁ ଏକାଠି କରିବେ ବୋଲି କୁହାଯାଉଛି। ସେହିପରି ଅହମଦାବାଦରେ ନିର୍ମାଣଧୀନ ବିଶ୍ୱର ସବୁଠାର ବଡ଼ ଷ୍ଟାଡିୟମକୁ ଟ୍ରମ୍ପ ଉଦଘାଟନ କରିବେ। ବୁଧବାର ଟ୍ରମ୍ପ ସିଧା ୱାଶିଂଟନରୁ ଅହମଦାବାଦ ଆସିବେ। ଟ୍ରମ୍ପ ସର୍ଦ୍ଦାର ପଟେଲ ଏୟାରପୋର୍ଟରୁ ନୂଆ କରି ନିର୍ମାଣ ହୋଇଥିବା ମୋଟେରା ଷ୍ଟାଡିୟମକୁ ଯିବେ।

ଏହି ରାସ୍ତାରେ ଥିବା ବସ୍ତି ଅଞ୍ଚଳକୁ ଟ୍ରମ୍ପ ଆଖିରୁ ଲୁଚାଇବା ପାଇଁ ଗୁଜରାଟ ସରକାର ୪ ଫୁଟର କାନ୍ଥ ନିର୍ମାଣ କରିଛନ୍ତି। ସେହିପରି ଡେକୋରେସନ ପାଇଁ ପ୍ରଶାସନ କାନ୍ଥଗୁଡ଼ିକରେ ନୂଆ ନୂଆ ଚିତ୍ର ଓ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ କଥା ସବୁ ଲେଖିଛି।

ଅହମଦାବାଦ ରାସ୍ତାରେ ସର୍ବଦା ବୁଲା ଷଣ୍ଢ ଓ କୁକୁରଙ୍କ ଚଳପ୍ରଚଳ ଚାଲିଥାଏ। ଟ୍ରମ୍ପ ଗସ୍ତ ବେଳେ ଏମାନେ ଯେମତି ବାଧା ସୃଷ୍ଟି ନକରିବେ, ସେଥିପାଇଁ ସ୍ୱତନ୍ତ୍ର ଟିମ୍‌କୁ ମୁତୟନ କରାଯାଇଛି। ୨୦୧୫ରେ ଆମେରିକା ପରରାଷ୍ଟ୍ର ସଚିବ ଜନ କେରୀ ଗୁଜରାଟ ସମ୍ମିଳନୀରୁ ଫେରୁଥିବା ବେଳେ ତାଙ୍କ କାରକେଡ୍‌ ସହ ଏକ ବୁଲା କୁକୁରର ଧକ୍କା ହୋଇଥିଲା।

ଏଥିରୁ ଶିକ୍ଷା ଲାଭ କରିଥିବା ଗୁଜରାଟ ପ୍ରଶାସନ ଟ୍ରମ୍ପ ଗସ୍ତ ବେଳେ ଯେମିତି ଏଭଳି ସମସ୍ୟାର ନ ହେବ, ତା’ର ବ୍ୟବସ୍ଥା କରିଛି। ଅହମଦାବାଦ ଏୟାରପୋର୍ଟରେ ମାଙ୍କଡ଼ମାନେ ଅନେକ ସମୟରେ ରନୱେକୁ ଚାଲି ଆସନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କୁ ମାଡ଼ ପୋଷାକ ପିନ୍ଧାଇ ରନୱେରେ ଛାଡ଼ିକା ସହ ସତ ସତିକା ମାଙ୍କଡ଼ ମାନଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଛନ୍ତି।

ଟ୍ରମ୍ପ ତାଙ୍କ ଭାରତ ଗସ୍ତ ସମୟରେ ପତ୍ନୀ ମାନେଲା ଟ୍ରମ୍ପଙ୍କ ସହ ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଜ ମହଲ ଗସ୍ତ କରିବେ। ଏହାପୂର୍ବରୁ ଆଜି ପ୍ରଶାସନ ତାଜ ମହଲ ସମ୍ମୁଖନରେ ଥିବା ୱାଟର ପୋଲରୁ ପ୍ରାୟ ୧୪ ହଜାର ୧୬୦ ଲିଟର ପାଣିକୁ ଯମୁନା ନଦୀକୁ ଛାଡ଼ିଛି। ଏହାଦ୍ୱାରା ଯମୁନାରେ ଥିବା ଅପରିଷ୍କାର ନଦୀରୁ ଦୁର୍ଗନ୍ଧ କମ ହେବ ବୋଲି କୁହାଯାଉଛି।

ସେହିପରି ତାଜ ମହଲ ପରିସରକୁ ପରିଷ୍କାର କରାଯିବା ସହ ୱାଟରପୋଲରେ ନୂଆ ରଙ୍ଗ ଦିଆଯାଇଛି। ତାଜ ମହଲ ବାହାରେ ଥିବେ ଦୋକାନୀମାନଙ୍କୁ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ୟୁନିଫର୍ମ ପିନ୍ଧିବାକୁ କୁହାଯାଇଛି। ସେହିପରି ଦୋକାନ ଗୁଡ଼ିକ ଉପରେ ସରକାରୀ ଲୋଗ ସହ ବୋର୍ଡ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।

ଆଗ୍ରା ରାସ୍ତା କଡ଼ରେ ଥିବା କାନ୍ଥରେ ମଧ୍ୟ ନୂଆ ରଙ୍ଗ ଦିଆଯାଇଛି। ଆଗ୍ରା ଏୟାରପୋର୍ଟ ଓ ତାଜମହଲ ରାସ୍ତାରେ ପ୍ରାୟ ୩ ହଜାର କଳାକାର ଉପସ୍ଥିତ ରହି ଟ୍ରମ୍ପଙ୍କୁ ସ୍ୱାଗତ କରିବେ। ତାଜ ମହଲ ନିକଟ ଯମୁନା ନଦୀ କୂଳରେ ଥିବା ଅଳିଆ ଆବର୍ଜନାକୁ ଆଜି କ୍ରେନ ଲଗାଇ ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story