ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ସେନାରେ ଯୋଗଦେବେ ସହିଦଙ୍କ ପତ୍ନୀ

ନୂଆଦିଲ୍ଲୀ: ଯେତେବଳେ ୨୯ ବର୍ଷୀୟ କନିକା ରାଣେ ତାଙ୍କ ସ୍ୱାମୀ ମେଜର କୌସ୍ତବ ରାଣେଙ୍କୁ ହରାଇଥିଲେ ସେତେବେଳେ ତାଙ୍କ ପାଇଁ ପୂରା ଦୁନିଆ ଓଲଟପାଲଟ ହୋଇଯାଇଥିଲା। ହେଲେ ଏବେ କନିକା ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାମୀ ଦେଖିଥିବା ଅଧୂରା ସ୍ୱପ୍ନକୁ କନିକା ଭାରତୀୟ ସେନାରେ ଯୋଗଦେଇ ପୂରା କରିବେ ବୋଲି ସଂକଳ୍ପ କରିଛନ୍ତି। ଭାରତୀୟ ସେନାରେ କାର୍ଯ୍ୟ କରୁଥିବା କୌସ୍ତବ ୨୦୧୮ ଜାନୁଆରୀ ମାସରେ ମେଜର ରାଙ୍କକୁ ପଦୋନ୍ନତି ପାଇଥିଲେ। ତେବେ ୩୬ ରାଷ୍ଟ୍ରୀୟ […]

e2

e2

Hemant Lenka
  • Published: Thursday, 15 August 2019
  • Updated: 15 August 2019, 01:45 PM IST

Sports

Latest News

ନୂଆଦିଲ୍ଲୀ: ଯେତେବଳେ ୨୯ ବର୍ଷୀୟ କନିକା ରାଣେ ତାଙ୍କ ସ୍ୱାମୀ ମେଜର କୌସ୍ତବ ରାଣେଙ୍କୁ ହରାଇଥିଲେ ସେତେବେଳେ ତାଙ୍କ ପାଇଁ ପୂରା ଦୁନିଆ ଓଲଟପାଲଟ ହୋଇଯାଇଥିଲା। ହେଲେ ଏବେ କନିକା ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାମୀ ଦେଖିଥିବା ଅଧୂରା ସ୍ୱପ୍ନକୁ କନିକା ଭାରତୀୟ ସେନାରେ ଯୋଗଦେଇ ପୂରା କରିବେ ବୋଲି ସଂକଳ୍ପ କରିଛନ୍ତି।

ଭାରତୀୟ ସେନାରେ କାର୍ଯ୍ୟ କରୁଥିବା କୌସ୍ତବ ୨୦୧୮ ଜାନୁଆରୀ ମାସରେ ମେଜର ରାଙ୍କକୁ ପଦୋନ୍ନତି ପାଇଥିଲେ। ତେବେ ୩୬ ରାଷ୍ଟ୍ରୀୟ ରାଇଫଲର କୋହିନୂର ଭାବେ ପରିଚିତ ମେଜର କୌସ୍ତବ ଗୁରେଜ ସେକ୍ଟର ନିକଟରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଯାଇଥିଲେ।

ମେଜର କୌସ୍ତବଙ୍କ ସହ ଆଉ ୩ ଜଣ ଯବାନ ମଧ୍ୟ ଆତଙ୍କୀଙ୍କ ସହ ଲଢ଼େଇ କରି ଦେଶ ପାଇଁ ବଳିଦାନ ଦେଇଥିଲେ।

ଏହି ଖବର ପାଇ କନିକା ଓ ତାଙ୍କର ୨ ବର୍ଷର ଶିଶୁ ପୁତ୍ର ପୂରା ଭାଙ୍ଗି ପଡ଼ିଥିଲେ। ତେବେ ଏହି ଠାରେ କନିକା ଜୀବନ ବଞ୍ଚିବାର ରାହା ଛାଡ଼ି ନଥିଲେ। ସ୍ୱାମୀ ସୃଷ୍ଟି କରିଥିବା ଅଧ୍ୟାୟକୁ ଆଗକୁ ନେବାକୁ ସେ ସଂକଳ୍ପ କରିଥିଲେ।

ଭାରତୀୟ ସେନାରେ ଯୋଗଦେବା ପାଇଁ କନିକା ନିକଟରେ ସର୍ଭିସ ସିଲେକସନ୍‌ ବୋର୍ଡ ପରୀକ୍ଷାରେ ପାସ୍‌ କରିଛନ୍ତି। ଏବେ ସେ ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ୪୯ ସପ୍ତାହ ଯାଏ ଟ୍ରେନିଂ ନେବା ପରେ ଭାରତୀୟ ସେନାରେ ସାମିଲ ହେବେ।

କନିକା କହିଛନ୍ତି, “କୌସ୍ତବ ସବୁବେଳେ କହୁଥିଲେ ଯେ ଯଦି ଜୀବନ କେତେବେଳେ ତୁମକୁ ତଳକୁ ନେଇଯାଏ, ତା’ହେଲେ ଆମକୁ ଏହାସହ ଲଢ଼େଇ କରି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। ଏହି କଥା ହିଁ ମୋତେ ସର୍ବଦା ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ।”

କନିକା କର୍ପୋରେଟ ସେକ୍ଟରରେ ପ୍ରୋଜେକ୍ଟ ମ୍ୟାନେଜର ଥିଲେ। ହେଲେ ଏହି ଚାକିରିକୁ ଛାଡ଼ି ସେ ସେନାରେ ସାମିଲ ହେବେ। ବର୍ତ୍ତମାନ ତାଙ୍କ ପୁଅକୁ ୩ ବର୍ଷ ହୋଇଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story