ମୋଦି ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କରିବା ମାତ୍ରେ ବାଣ ଫୁଟିବ!

ନୂଆଦିଲ୍ଲୀ: ଆସନ୍ତାକାଲି କରୋନା ଭାଇରସକୁ ମାତ୍‌ ଦେବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ଦିନରେ ଦେଶର ୩୦୦୬ଟି ଟିକାକରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ସକାଳ ୧୦.୩୦ରେ ଉଦଘାଟନ କରିବେ। ଏହାପରେ ସବୁ ଟିକାକରଣ କେନ୍ଦ୍ରରେ ପଞ୍ଜିକୃତ ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଆଜି ଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେବେ ମୋଦି କରୋନା ପାଇଁ ଟିକାକରଣ […]

fta

fta

Hemant Lenka
  • Published: Friday, 15 January 2021
  • Updated: 15 January 2021, 01:14 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି କରୋନା ଭାଇରସକୁ ମାତ୍‌ ଦେବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ଦିନରେ ଦେଶର ୩୦୦୬ଟି ଟିକାକରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ସକାଳ ୧୦.୩୦ରେ ଉଦଘାଟନ କରିବେ। ଏହାପରେ ସବୁ ଟିକାକରଣ କେନ୍ଦ୍ରରେ ପଞ୍ଜିକୃତ ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଆଜି ଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।

ତେବେ ମୋଦି କରୋନା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କରିବା କ୍ଷଣି ମହାରାଷ୍ଟ୍ରରେ ବାଣ ଫୁଟାଇ ଏହାକୁ ସ୍ୱାଗତ କରାଯିବ ବୋଲି ବିଜେପି ନେତା ରାମ କଦମ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦେଶରେ କରୋନା ଟିକାର ଉଦଘାଟନ କରିବେ। ଏହି ଖୁସି ଓ ସ୍ୱତନ୍ତ୍ର ମୁହୂର୍ତ୍ତକୁ ଆମେ ବାଣ ଫୁଟାଇ ସ୍ୱାଗତ କରିବୁ।

ପ୍ରଧାନମନ୍ତ୍ରୀ ଟିକାର ଉଦଘାଟନ କରିବା କ୍ଷଣି ବାଣ୍ଟ ଫୁଟିବ। ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତାକାଲି ଭାରତରେ ଆରମ୍ଭ ହେବ। ଭଗବାନ ଶ୍ରୀ ରାମ ଯେମିତି ଦୁଷ୍ଟ ରାବଣର ବିନାଶ କରରିଥିଲେ ସେତିମି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ ୧୯ ଅନ୍ଧାରକୁ ହଟାଇବ। ସମସ୍ତେ ଆସନ୍ତୁ ଓ ରାବଣପୋଡ଼ିରେ ଯୋଗଦାନ କରନ୍ତୁ। ଆମେ କରୋନା ଟିକାକୁ ଆଶାର ଦୀପ ଦ୍ୱାରା ସ୍ୱାଗତ କରିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story