ଅବସର ନେବେ ୱିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମ୍‌ଜୀ

ବେଙ୍ଗାଲୁରୁ: ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋରେ ସରିବ ଅଜିମ୍‌ ଏଚ୍‌ ପ୍ରେମ୍‌ଜୀଙ୍କ ଯୁଗ। ସେ ବର୍ତ୍ତମାନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଜୁଲାଇ ମାସରେ ସେ ଅବସର ନେବା ପରେ ଆବଦୈଲ ଜେଡ୍‌ ନୀମୁଚ୍ୱାଲା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନେବେ। ବର୍ତ୍ତମାନ ଚିଫ୍‌ ଷ୍ଟ୍ରାଟେଜୀ ଅଫିସର ଦାୟିତ୍ୱରେ ଥିବା ପ୍ରେମଜୀଙ୍କ ପୁଅ ରଶିଦ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦାୟିତ୍ୱ ନେବେ। ବେଙ୍ଗାଲୁରୁ ଭିତ୍ତିକ ଏହି କମ୍ପାନୀ ଏକ ବିବୃଟିରେ ଜଣାଇଛି […]

ajim-premji

ajim-premji

Subrat Kumar Nayak
  • Published: Thursday, 06 June 2019
  • Updated: 06 June 2019, 06:25 PM IST

Sports

Latest News

ବେଙ୍ଗାଲୁରୁ: ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋରେ ସରିବ ଅଜିମ୍‌ ଏଚ୍‌ ପ୍ରେମ୍‌ଜୀଙ୍କ ଯୁଗ। ସେ ବର୍ତ୍ତମାନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଜୁଲାଇ ମାସରେ ସେ ଅବସର ନେବା ପରେ ଆବଦୈଲ ଜେଡ୍‌ ନୀମୁଚ୍ୱାଲା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନେବେ। ବର୍ତ୍ତମାନ ଚିଫ୍‌ ଷ୍ଟ୍ରାଟେଜୀ ଅଫିସର ଦାୟିତ୍ୱରେ ଥିବା ପ୍ରେମଜୀଙ୍କ ପୁଅ ରଶିଦ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦାୟିତ୍ୱ ନେବେ।

ବେଙ୍ଗାଲୁରୁ ଭିତ୍ତିକ ଏହି କମ୍ପାନୀ ଏକ ବିବୃଟିରେ ଜଣାଇଛି ଅଜିମ୍‌ ପ୍ରେମ୍‌ଜୀ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିବେ। ସେ ଗତ ୫୩ ବର୍ଷ ଧରି ଏହି କମ୍ପାନୀର ନେତୃତ୍ୱ ନେଇ ଆସୁଥିଲେ। ଆସନ୍ତା ଜୁଲାଇ ୩୦ ତାରିଖରେ ତାଙ୍କର କାର୍ଯ୍ୟର ଅବଧି ସରିବ।

ଏକ ଛୋଟ ହାଇଡ୍ରୋଜେନେରେଟେଡ୍‌ କୁକିଂ ଫ୍ୟାଟ୍‌ ଫ୍ୟାକ୍ଟ୍ରି ଆଜି ୮୫୦ କୋଟି ଡଲାର ମୂଲ୍ୟର ଜଣାଶୁଣା ଆଇଟି କମ୍ପାନୀ। ୱିପ୍ରୋ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଆଜି ବିଶ୍ୱସ୍ତରୀୟ ଏଫ୍‌ଏମ୍‌ସିଜି କମ୍ପାନୀ। ଏସବୁ ପଛରେ ପ୍ରେମଜୀଙ୍କ ବଡ଼ ଭୂମିକାକୁ କେହି ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ। ତେବେ ସେ ୱିପ୍ରୋ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଭାବରେ ପୂର୍ବବତ୍‌ କାର୍ଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story