ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚାଇନାର ୨୭ ଯୁଦ୍ଧ ବିମାନ

ବେଜିଂ: ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଚାଇନା ରାଗରେ ପଞ୍ଚମ ହୋଇଛି। ଏବେ ନାନ୍ସି ତାଇୱାନରୁ ଯିବା ପରେ ବେଜିଂ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି। ଏଥିପାଇଁ ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡ଼ାଣ କରିଛି ଚାଇନାର ୨୭ଟି ଯୁଦ୍ଧ ବିମାନ। ଗତକାଲି ନାନ୍ସି ତାଇପେଇରେ ପହଞ୍ଚିବା ପୂର୍ବରୁ ଚାଇନା ସୀମାନ୍ତ […]

Fighter-jet

Fighter-jet

Hemant Lenka
  • Published: Wednesday, 03 August 2022
  • Updated: 03 August 2022, 08:40 PM IST

Sports

Latest News

ବେଜିଂ: ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଚାଇନା ରାଗରେ ପଞ୍ଚମ ହୋଇଛି। ଏବେ ନାନ୍ସି ତାଇୱାନରୁ ଯିବା ପରେ ବେଜିଂ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି। ଏଥିପାଇଁ ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡ଼ାଣ କରିଛି ଚାଇନାର ୨୭ଟି ଯୁଦ୍ଧ ବିମାନ। ଗତକାଲି ନାନ୍ସି ତାଇପେଇରେ ପହଞ୍ଚିବା ପୂର୍ବରୁ ଚାଇନା ସୀମାନ୍ତ ଅଞ୍ଚଳରେ ୨୧ଟି ଯୁଦ୍ଧ ବିମାନ ଉଡ଼ାଇଥିଲା। ଏବେ ଏହି ସଂଖ୍ୟା ବୃଦ୍ଧି କରିଥିବା ତାଇୱାନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗ କହିଛି ଯେ ପିଏଲଏର ୨୭ଟି ଯୁଦ୍ଧ ବିମାନ ରିପବ୍ଲିକ ଅଫ ଚାଇନାର ଚାରିପାଖରେ ଥିବା ଅଞ୍ଚଳଗୁଡ଼ିକରେ ପ୍ରବେଶ କରିଛି। ଚାଇନା ପକ୍ଷରୁ ୬ଟି ଜେ-୧୧ ଯୁଦ୍ଧ ବିମାନ, ୫ଟି ଜେ-୧୬ ଯୁଦ୍ଧ ବିମାନ ଓ ୧୬ଟି ଏସ୍‌ୟୁ-୩୦ ଯୁଦ୍ଧ ବିମାନକୁ ଏକକାଳୀନ ଉଡ଼ାଣ କରାଯାଇଥିଲା। ଏଗୁଡ଼ିକ ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶି ଦୀର୍ଘ ସମୟ ଧରି ଚକ୍କର ମାରିଥିଲେ।

ତେବେ ଏହାର ମୁକାବିଲା ପାଇଁ ତାଇୱାନ ମଧ୍ୟ ତା’ର ନିଜସ୍ୱ ଯୁଦ୍ଧ ବିମାନକୁ ବେସ୍‌ରୁ ଉଡ଼ାଣ କରିଛି। ସେହିପରି ଏୟାର ଡିଫେନ୍ସ ମିସାଇଲକୁ ମଧ୍ୟ ମୁତୟନ କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି। ତଇୱାନ ସେନା ଚାଇନାର ସବୁ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ତାଇପେଇ କହିଛି।

ଅନ୍ୟପକ୍ଷରେ ତାଇୱାନ ସୀମାନ୍ତକୁ ଲାଗିଥିବା ୬ଟି ଅଞ୍ଚଳରେ ଚାଇନା ସେନା ପକ୍ଷରୁ ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି। ରବିବାର ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଏହାର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛି ଚାଇନା। ନାନ୍ସିଙ୍କ ଏପରି ଗସ୍ତ ଚାଇନାର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଚାଇନା ଏହାର ପରିଣାମ ଉଭୟ ଆମେରିକା ଓ ତାଇୱାନ ଭୋଗିବେ ବୋଲି ମଧ୍ୟ କହିଛି। ଏପରି କଥା କହିବା ପରେ ହିଁ ଚାଇନିଜ ଯୁଦ୍ଧ ବିମାନ ତାଇୱାନ ଏୟାର ଡିଫେନ୍ସ ଜୋନ ମଧ୍ୟରେ ପଶିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story